ଦେଖନ୍ତୁ ଭିଡିଓ; ସୁପରମାର୍କେଟରେ ଲୋକେ କିଣୁଥିଲେ ଜିନିଷ, ହଠାତ୍‌ ପଶି ଆସିଲା ସିଂହ, ତା’ପରେ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ଜୀବଜନ୍ତୁ ଓ ଜଙ୍ଗଲୀ ହିଂସ୍ର ଜନ୍ତୁଙ୍କ ଅନେକ ଭିଡିଓ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିବା ସହ ବେଶ ଭୟଭୀତ ମଧ୍ୟ କରିଥାଏ । ନିକଟରେ ସୋସିଆଲ ମିଡିଆରେ ଏପରି ହିଁ ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି, ଯାହାକୁ ଦେଖିଲେ ଯେ କେହି ଭୟଭୀତ ହେବା ସାଧାରଣ କଥା । ଭିଡିଓରେ ଦେଖିପାରିବେ ଆଫ୍ରିକାର ଏକ ସୁପରମାର୍କେଟରେ ହଠାତ୍‌ ଏକ ବିଶାଳକାୟ ସିଂହ ପଶି ଆସୁଛି । … Continue reading ଦେଖନ୍ତୁ ଭିଡିଓ; ସୁପରମାର୍କେଟରେ ଲୋକେ କିଣୁଥିଲେ ଜିନିଷ, ହଠାତ୍‌ ପଶି ଆସିଲା ସିଂହ, ତା’ପରେ..