ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ଘରେ ଆଇଟି ରେଡ
୨୦ରୁ ଅଧିକ ସ୍ଥାନରେ ଆୟକର ବିଭାଗର ଚଢାଉ..
ଆୟକର ଫାଙ୍କିବା ଅଭିଯୋଗରେ ଚଢାଉ ହୋଇଥିବା ସୂଚନା
ଝାରସୁଗୁଡା, ଭୁବନେଶ୍ୱର, ସମ୍ବଲପୁରରେ ଚଢାଉ..
ଇରାନରୁ ସ୍ୱଦେଶ ଫେରିଲେ ୧୧୦ ଜଣ ଭାରତୀୟ
ଅପରେସନ ସିନ୍ଧୁ ଜରିଆରେ ୯୦ଜଣ କାଶ୍ମୀର ଛାତ୍ରଙ୍କ ସମେତ ୧୧୦ ଫେରିଲେ..
ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ମୋଦୀ, ସୁରକ୍ଷାରେ ନିୟୋଜିତ ରହିବେ ୧୩୩ ପ୍ଲାଟୁନ ଫୋର୍ସ
ପାଣିରୁ ବ୍ୟାପିଛି ଡାଇରିଆ; ସ୍ବାସ୍ଥ୍ୟ ବିଭାଗକୁ ସ୍ପଷ୍ଟ କଲା କେନ୍ଦ୍ରୀୟ ଟିମ୍..
ବଡ ଖୁସି ନେଇ ଆସୁଛି ଜୁଲାଇ ; ଗୋଟିଏ ପରେ ଗୋଟିଏ ରାଜଯୋଗ, ଏହି ରାଶି ହେବେ କୋଟିପତି, ଖୋଲିବ ବନ୍ଦ ଭାଗ୍ୟର ତାଲା
ଦାରିଙ୍ଗବାଡି ବ୍ଲକ ସରମୂଳି ପଞ୍ଚାୟତର ଦୁର୍ନୀତିଗ୍ରସ୍ତ ପୂର୍ବତନ ପିଇଓ ଅକୃର ମାଝୀ ଗିରଫ
ସରକାରୀ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ
୫୩ଲକ୍ଷରୁ ଅଧିକ ଟଙ୍କା ହଡପ କରିଥିବା ଅଭିଯୋଗ..
ମୁଖ୍ୟମନ୍ତ୍ରୀଙ୍କ ଆପତ୍ତିଜନକ ଏଆଇ ଭିଡିଓ ପ୍ରଘଟ; ଯୁବକ ଗିରଫ..
ପୁଣି ମଝି ଆକାଶରୁ ଫେରିଲା; ଇଣ୍ଡିଗୋ ବିମାନର ଜରୁରୀ ଅବତରଣ..
୫ଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଚାଲିଛି ମତଦାନ
ବିଜେପି-କଂଗ୍ରେସ-ଆପ୍ ମଧ୍ୟରେ କଡା ପ୍ରତିଦ୍ୱନ୍ଦ୍ୱିତା..
ହଇଜା ମୁକାବିଲା : ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ବୟାନ, ୩ ଜିଲ୍ଲାରେ ସ୍ଥିତି ଦେଖି ସ୍କୁଲ ବନ୍ଦ ନିଷ୍ପତ୍ତି ନେବେ ଜିଲ୍ଲାପାଳ
ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ
ସ୍ଥିତି ଅଣାୟତ୍ତ ଥିଲେ ସ୍କୁଲ ବନ୍ଦ ରଖିପାରିବେ ଜିଲ୍ଲାପାଳ..



