www.samajalive.in
Saturday, December 13, 2025
26.1 C
Bhubaneswar

ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ;ବୁଢିଆଣୀ ଜାଲରେ ଫସି ଛଟପଟ ହେଲା ସାପ

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କ ଅନେକ ଭିଡିଓ ଭାଇରାଲ୍‌ ହୋଇଥାଏ । କିଛି ଆଶ୍ଚର୍ଯ୍ୟଚକିତ ସହ ଭୟଭୀତ ମଧ୍ୟ କରିଥାଏ । ତେବେ ଅନେକ ସମୟରେ ସାପର ଭାଇରାଲ୍‌ ହେଉଥିବା ଭିଡିଓ ସଭିଁଙ୍କ ଧ୍ୟାନକୁ ବେଶ ଆକର୍ଷିତ କରିଥାଏ ।

ନିକଟରେ ସୋସିଆଲ ମିଡିଆରେ ସାପର ଏପରି ଏକ ଭିଡିଓ ଭାଇରାଲ୍‌ ହେଉଛି, ଯାହାର କେହି କେବେ କଳ୍ପନା ମଧ୍ୟ କରିନଥିବେ । ସେଭଳି ଆଶ୍ଚର୍ଯ୍ୟ କରିବା ଭଳି ଏକ ଭିଡିଓ ଏବେ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି ।
ଭାଇରାଲ୍‌ ଭିଡିଓରେ ଦେଖିପାରିବେ, ଏକ ସାପ କିଭଳି ବୁଢିଆଣୀ ଜାଲରେ ଫସି ଯାଇ ଛଟପଟ ହେଉଛି । ଯେକେହି ଭିଡିଓ ଦେଖୁଛି ଆଶ୍ଚର୍ଯ୍ୟ ହେଉଛି ।

- Advertisement -

ଭିଡିଓରେ ସ୍ପଷ୍ଟ ଭାବରେ ଦେଖିପାରିବେ, ଏକ ବଡ ସାପ ଗଛର ଏକ ଶାଖାରେ ଚଢିଛି । ନିକଟରେ ଏକ ବୁଢିଆଣୀ ନିଜର ଜାଲ ବୁଣିଛି । ସାପଟି ବୁଢିଆଣୀ ଜାଲରେ ଚଢିବା ମାତ୍ରେ ସେ ସେଥିରେ ଫସି ଯାଉଛି । ନିଜକୁ ସେଥିରୁ ବାହାର କରିବାକୁ ଅନେକ ଚେଷ୍ଟା କରି ଶେଷରେ ବିଫଳ ହେଉଛି। ଭିଡିଓକୁ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଉଛନ୍ତି ।

ମୋଦୀ-ଟ୍ରମ୍ପ ଆଲୋଚନା ; ମଧ୍ୟସ୍ଥତାଠାରୁ ଆତଙ୍କବାଦ ପର୍ଯ୍ୟନ୍ତ..

ଜୁଲାଇରେ ମହାସଂଯୋଗ.. ବୃହସ୍ପତି-ଶନି ପୁଣି ଚନ୍ଦ୍ରମା-ରାହୁ ଚଳନ; ଜାଣନ୍ତୁ କେଉଁ ରାଶି ହେବେ କୋଟିପତି, କାହାର ହେବ ବିବାହ, ମିଳିବ ସନ୍ତାନ ସୁଖ

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories