ମୋଦୀ-ଟ୍ରମ୍ପ ଆଲୋଚନା ; ମଧ୍ୟସ୍ଥତାଠାରୁ ଆତଙ୍କବାଦ ପର୍ଯ୍ୟନ୍ତ..
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଟେଲିଫୋନ୍ରେ କଥାବାର୍ତ୍ତା ହୋଇଛନ୍ତି। ଏହି ସମୟରେ ଉଭୟ ମଧ୍ୟରେ ଆତଙ୍କବାଦକୁ ନେଇ ବେଶ ଚର୍ଚ୍ଚା ହୋଇଛି। ଦୁଇ ନେତାଙ୍କ ମଧ୍ୟରେ ୩୫ ମିନିଟ୍ ଆଲୋଚନା ହୋଇଥିଲା। ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଭେଟିବାର ଥିଲା, ଯାହା ଟ୍ରମ୍ପଙ୍କ ଶୀଘ୍ର ଆମେରିକା ଫେରିବା ଯୋଗୁଁ ହୋଇପାରିଲା ନାହିଁ। ଟ୍ରମ୍ପଙ୍କ ଅନୁରୋଧରେ, ଆଜି ଦୁଇ ନେତାଙ୍କ ମଧ୍ୟରେ ଫୋନ୍ ମାଧ୍ୟମରେ ଆଲୋଚନା … Continue reading ମୋଦୀ-ଟ୍ରମ୍ପ ଆଲୋଚନା ; ମଧ୍ୟସ୍ଥତାଠାରୁ ଆତଙ୍କବାଦ ପର୍ଯ୍ୟନ୍ତ..
Copy and paste this URL into your WordPress site to embed
Copy and paste this code into your site to embed