ଜୁଲାଇରେ ମହାସଂଯୋଗ.. ବୃହସ୍ପତି-ଶନି ପୁଣି ଚନ୍ଦ୍ରମା-ରାହୁ ଚଳନ; ଜାଣନ୍ତୁ କେଉଁ ରାଶି ହେବେ କୋଟିପତି, କାହାର ହେବ ବିବାହ, ମିଳିବ ସନ୍ତାନ ସୁଖ

ଜୁଲାଇ ମାସ ନିଜ ସହ ଗୁରୁ ଗ୍ରହ ଓ ଶନିଙ୍କ ଏକ ବଡ ପରିବର୍ତ୍ତନ ଆଣିବାକୁ ଯାଉଛି । ନ୍ୟାୟର ଦେବତା ଶନି ଦେବତା ରାଶି ପରିବର୍ତ୍ତନ କରିବେ । ଦେବଗୁରୁ ବୃହସ୍ପତି ମଧ୍ୟ ଉଦୟ ହେବେ । ୧୩ ଜୁଲାଇରେ ଶନିଙ୍କ ରାଶି ପରିବର୍ତ୍ତନ ହେବ । ମୀନ ରାଶିରେ ଓଲଟା ଚଳନ କରିବା ସହ ଏହି ସ୍ଥିତି ନଭେମ୍ବର ପର୍ଯ୍ୟନ୍ତ ରହିବ । ଏହାର ପ୍ରଭାବ ସମସ୍ତ ରାଶି ଉପରେ ପଡିଲେ ମଧ୍ୟ କିଛି … Continue reading ଜୁଲାଇରେ ମହାସଂଯୋଗ.. ବୃହସ୍ପତି-ଶନି ପୁଣି ଚନ୍ଦ୍ରମା-ରାହୁ ଚଳନ; ଜାଣନ୍ତୁ କେଉଁ ରାଶି ହେବେ କୋଟିପତି, କାହାର ହେବ ବିବାହ, ମିଳିବ ସନ୍ତାନ ସୁଖ