www.samajalive.in
Saturday, December 6, 2025
19.1 C
Bhubaneswar

ଦୀର୍ଘ ୧୮ ବର୍ଷ ପରେ ଏକାଠି ହେବେ ବୁଧ-କେତୁ : ଜାଣନ୍ତୁ କେଉଁ କେଉଁ ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ବଦଳିବ ସବୁକିଛି, ହେବେ ମାଲାମାଲ୍‌..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସମସ୍ତ ୯ ଗ୍ରହ ନିଶ୍ଚିତ ସମୟାନୁସାରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରି ଥାନ୍ତି । ଏହି ସମୟରେ ପରସ୍ପର ସହ ଏକାଠି ମଧ୍ୟ ହୋଇଥାନ୍ତି । ଏହି ଯୋଗର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ,ଦେଶ ଦୁନିଆ ଉପରେ ମଧ୍ୟ ପଡିଥାଏ । ଛାୟା ଗ୍ରହ କେତୁ ସିଂହ ରାଶିରେ ଚଳନ କରି ସାରିଛନ୍ତି । ଅଗଷ୍ଟ ମାସରେ ବୁଧ ଗ୍ରହ ସିଂହ ରାଶିରେ ଚଳନ କରିବେ ।

ଦୀର୍ଘ ୧୮ ବର୍ଷ ପରେ କେତୁ ସହ ବୁଧ ଗ୍ରହ ଏକାଠି ହେବେ । ଏହା ଖୁବ୍‌ ଅଧିକ ମହତ୍ତ୍ୱ ରହିଛି । ସିଂହ ରାଶିରେ କେତୁ ଓ ବୁଧ ଏକାଠି ହେବା ପରେ ବିଶେଷ ଉପରେ ମାନସିକତା, ବାଣୀ, ନିର୍ଣ୍ଣୟ କ୍ଷମତାରେ ପ୍ରଭାବ ପକାଇଥାଏ । ଏହି ଯୋଗ ଫଳରେ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟରେ ଶୁଭ ପରିବର୍ତ୍ତନ ହେବ । ଜାଣନ୍ତୁ..

- Advertisement -

ମେଷ- ମାନସିକ ଦୁଃଶ୍ଚିନ୍ତା ଦୂର ହେବା ସହ ନୂଆ ନୂଆ ଚିନ୍ତାଧାରା ଆସିବ । ପରିଶ୍ରମର ଫଳ ମିଳିବ । କର୍ମକ୍ଷେତ୍ରରେ ଜବରଦସ୍ତ ଲାଭ ମିଳିବ । ନୂଆ ନୂଆ ସୁଯୋଗ ମିଳିବ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ । ଶୁଭଫଳ ମିଳିବ ।

କର୍କଟ- ଦୀର୍ଘ ଦିନର ସମସ୍ୟା ଦୂର ହେବ । ପରିବାରରେ ହସଖୁସିର ବାତାବରଣ ରହିବ । ନୂଆ ସୁଯୋଗ ମିଳିବ । ଦୀର୍ଘ ଦିନରୁ ଲାଗି ରହିଥିବା ଧନର ଅଭାବ ଦୂର ହେବ । ଆତ୍ମବିଶ୍ୱାସ ମଜଭୁତ ହେବ ।

ଧନୁ- ଅତ୍ୟନ୍ତ ଶୁଭ ଫଳ ମିଳିବ । ଯାତ୍ରାର ଯୋଗ ରହିଛି । ବିଶେଷ କରି ବିଦେଶ ଯାତ୍ରାର ଯୋଗ ରହିଛି । କାମରେ ସଫଳତା ମିଳିବ । ନୂଆ ବ୍ୟବସାୟ ଆରମ୍ଭ କରିବେ । ମାନସମ୍ମାନ ବୃଦ୍ଧି ହେବ । ନୂଆ ଉପଲବ୍ଧି ହାସଲ କରିବେ ।

ଦେଖନ୍ତୁ ଭିଡିଓ ; ଜନବସତିରେ ପଶି ପାଣି ପାଇଁ କେମିତି ଛଟପଟ ହେଲା ବାଘ

 

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories