ଦେଖନ୍ତୁ ଭିଡିଓ ; ଜନବସତିରେ ପଶି ପାଣି ପାଇଁ କେମିତି ଛଟପଟ ହେଲା ବାଘ
ନୂଆଦିଲ୍ଲୀ : ଦେଶର ଅନେକ ସ୍ଥାନରେ ଏବେ ମଧ୍ୟ ଗରମ, ଅସହ୍ୟ ଗୁଳୁଗୁଳି ସହ ଜଳ ସମସ୍ୟା ଲାଗି ରହିଛି । ମଣିଷ ଠାରୁ ଆରମ୍ଭ କରି ପଶୁପକ୍ଷୀ, ଜଙ୍ଗଲୀ ଜୀବଜନ୍ତୁ ପାଣି ପାଇଁ ଆଉଟୁପାଉଟୁ ହେଉଥିବାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥାଏ । ଯାହା ଦୁଃଖ ଦାୟକ ହେବା ସହ ସଭିଁଙ୍କ ଧ୍ୟାନକୁ ମଧ୍ୟ ଆକର୍ଷିତ କରିଥାଏ । ନିକଟରେ ଏଭଳି ଏକ ଭିଡିଓ ଖୁବ୍ ଭାଇରାଲ୍ ହେଉଛି । ଭିଡିଓରେ ଦେଖି … Continue reading ଦେଖନ୍ତୁ ଭିଡିଓ ; ଜନବସତିରେ ପଶି ପାଣି ପାଇଁ କେମିତି ଛଟପଟ ହେଲା ବାଘ
Copy and paste this URL into your WordPress site to embed
Copy and paste this code into your site to embed