www.samajalive.in
Saturday, December 6, 2025
26.1 C
Bhubaneswar

ପ୍ରବଳ ଗୁଳୁଗୁଳି: ବିଦ୍ୟୁତ ସରବରାହ ବନ୍ଦ, ଜନଜୀବନ ଅସ୍ତବ୍ୟସ୍ତ

ରାଇକିଆ: ମୋୖସୁମୀ ବର୍ଷା ଆସିଛି କିନ୍ତୁ ଗରମ, ଗୁଳୁଗୁଳିରୁ ତ୍ରାହି ମିଳିନାହିଁ। ରାଇକିଆରେ ଶୁକ୍ରବାର ସକାଳୁ ମେଘୁଆ ପାଗ ହୋଇ ଠିକ୍ ଠାକ୍ ରହିଥିଲା। ମଧ୍ୟାହ୍ନ ୧୨ଟା ପରେ ହଠାତ୍ ପାଗରେ ପରିବର୍ତ୍ତନ ହୋଇଛି। ମେଘୁଆ ପାଗ ରହିଛି କିନ୍ତୁ ପ୍ରବଳ ଗୁଳୁଗୁଳି ଓ ଗରମ ଅନୁଭୂତ ହୋଇଛି। ତାସହ ବିଦ୍ୟୁତ ସରବରାହ ବନ୍ଦ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ଜି.ଉଦୟଗିରି-ରାଇକିଆ ୩୩ ମେଗାୱାଟ ଲାଇନ୍ କୈାଣସି କାରଣରୁ ଖରାପ ହୋଇଛି। ଏଥିପାଇଁ ଘଣ୍ଟା ଘଣ୍ଟା ସମୟ ଧରି ବିଦ୍ୟୁତ ସରବରାହ ବନ୍ଦ ରହିଛି।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories