www.samajalive.in
Sunday, December 14, 2025
17.1 C
Bhubaneswar

କମୁଛି ସ୍ପ୍ଲେଣ୍ଡର ଓ ଆକ୍ଟିଭା ବିକ୍ରି, ଏହି ବାଇକର ବିକ୍ରି ବଢିଲା

ନୂଆଦିଲ୍ଲୀ : ଭାରତର ଦୁଇଚକିଆ ଯାନ ବଜାରରେ ଏପ୍ରିଲ ମାସରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । କିଛି ନୂଆ ଗାଡି ତାଲିକାରେ ନଜର ଆସିଛନ୍ତି  । ଏପ୍ରିଲ ମାସରେ ଟପ୍ ୧୦ ଦୁଇଚକିଆ ଯାନ ବିକ୍ରି ୯,୫୯,୫୯୮ ୟୁନିଟ୍ସ ରହିଛି ଯାହା ଏପ୍ରିଲ ୨୦୨୪ର ୧୦,୪୩,୮୧୩ ୟୁନିଟ୍ସ ତୁଳନାରେ ୮.୦୭ ପ୍ରତିଶତ କମ୍ ।

- Advertisement -

ହିରୋ ସ୍ପ୍ଲେଣ୍ଡର ବର୍ଷ ବର୍ଷ ଧରି ଅଧିକ ବିକ୍ରି ହୋଇଥିବା ବାଇକ୍ ସାଜିଛି । ଏଥର କିନ୍ତୁ ବିକ୍ରିରେ ୩୮ ପ୍ରତିଶତ ହ୍ରାସ ନଜର ଆସିଛି । ହୋଣ୍ଡା ଆକ୍ଟିଭା ମଧ୍ୟ ୨୫ ପ୍ରତିଶତ ତଳକୁ ଆସିଛି ଯାହା ଦର୍ଶାଉଛି କି ସ୍କୁଟର ସେଗମେଣ୍ଟ ତୁଳନାରେ ଏହା ଅଧିକ ବିକ୍ରି ହେଉଛି । ଏଚଏଫ୍ ଡିଲକ୍ସର ପରିସ୍ଥିତି ଖରାପ ହେବାରେ ଲାଗିଛି । ଏହାର ବିକ୍ରି ୫୭ ପ୍ରତିଶତ ଖସିଛି । ହୋଣ୍ଡା ସାଇନ୍ ୧୮ ପ୍ରତିଶତ ବୃଦ୍ଧି ସହିତ ତୃତୀୟ ନମ୍ବରରେ ରହିଛି ।

ଟିଭିଏସ୍ ଜୁପିଟରସ୍କୁଟର ନିଜ ସେଗମେଣ୍ଟରେ ଷ୍ଟାର ପାଲଟିଛି । ଏହା ୩୩ ପ୍ରତିଶତ ଦମଦାର ଗ୍ରୋଥ୍ ସହିତ ୫ମ ନମ୍ବରରେ ରହିଛି । ଏପ୍ରିଲ ୨୦୨୫ର ବିକ୍ରି ରିପୋର୍ଟ ଏହା ସ୍ପଷ୍ଟ କରିଛି କି ଦୁଇଚକିଆ ଯାନ ବଜାରରେ ପରିବର୍ତ୍ତନ ହେଉଛି । ଏବେ ଗ୍ରାହକ ଅନେକ ବିଚାର ବିମର୍ଷ ପରେ ନିଜ ବିକଳ୍ପ ଚୟନ କରୁଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories