www.samajalive.in
Saturday, December 13, 2025
18.1 C
Bhubaneswar

ନିୟମଗିରି ଅଞ୍ଚଳରେ ହାତୀ ଆତଙ୍କ, ଲୋକେ ଭୟଭୀତ

କଲ୍ୟାଣସିଂହପୁର: ନିୟମଗିରି ଅଞ୍ଚଳରେ ହାତୀ ଆତଙ୍କ ଲୋକେ ଭୟଭୀତ। ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରି ଓ ପାର୍ଶାଲି, ସୁନାଖଣ୍ଡି ପଞ୍ଚାୟତର ଖରଜଡ଼ା, କରଞ୍ଜା, ଟିଡି ମୂସ୍କା, ଛତାପଦର, ତାଡ଼ମୁହିଁ, ବୁଡୁଣୀ, ପାଳଖମନ, ବାମନ ଗୁଡା, ଗୁମ୍ମା, ଲମ୍ବା, ତୋଟା, ଲଖାପଦର, ଡ଼ଙ୍ଗାମାଟି, ପଟାଙ୍ଗପଦର, ଚାଟିକାଣା ଗ୍ରାମରେ କିଛି ଦିନ ଧରି କଳାହାଣ୍ଡିଆ ୨୭ଟି ହାତୀ କଲ୍ୟାଣସିଂହପୁର ନିୟମଗିରି ପାହାଡ଼ରେ ଆସି ବସା ବାନ୍ଧିଥିବା ଜଣାପଡ଼ିଛି। ହାତୀ ପଲ ବର୍ତ୍ତମାନ ସିଙ୍ଗାରି, ପାର୍ଶାଲି ଓ ସୁନାଖଣ୍ଡି ପଞ୍ଚାୟତରେ ବୁଲୁଥିବା ଦେଖିବାକୁ ମିଳିଛି।

ଡଙ୍ଗର ଅଞ୍ଚଳରେ ଆମ୍ବ, ପଣସ, ସଲାପ, କଦଳୀ ଗୁଡିକ ଖାଇ ନଷ୍ଟ କରୁଥିବାରୁ ଅଞ୍ଚଳବାସୀ ଭୟରେ ଅଛନ୍ତି। ହାତୀପଲ ରାତି ହେଲେ ଗାଁ ମୁହାଁ ହେଉଥିବା ବେଳେ ଦିନରେ ଜଙ୍ଗଲକୁ ଚାଲି ଯାଉଥିବା ଅଞ୍ଚଳବାସୀ କହିଛନ୍ତି। ଖବର ପାଇଁ କଲ୍ୟାଣସିଂହପୁର ରେଞ୍ଜର ଚନ୍ଦନ ଗମାଙ୍ଗଙ୍କ ନିର୍ଦ୍ଦେଶରେ ବନପାଳ ଶିଵ ଶଙ୍କର ମହାପାତ୍ର, ହାତୀ ବନପାଳ ଭଗବାନ ସାରକା, ବନରକ୍ଷୀ, ପାରାଗାର୍ଡ ସେହି ଅଞ୍ଚଳକୁ ଯାଇ ଲୋକଙ୍କୁ ସଚେତନ କରିଛନ୍ତି।

Hot this week

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

Related Articles

Popular Categories