www.samajalive.in
Sunday, December 14, 2025
16.1 C
Bhubaneswar

ଆଉ ୩ ଦିନ.. ରାହୁ-କେତୁଙ୍କ ମହାଚଳନ; ଜାଣନ୍ତୁ ସମସ୍ତ ରାଶି ଉପରେ ପଡିବ କି ପ୍ରଭାବ..

ଜ୍ୟୋତିଷ ଗଣନାନୁସାରେ ରାହୁ-କେତୁ ଦେଢ ବର୍ଷକୁ ଥରେ ରାଶି ପରିବର୍ତ୍ତନ କରି ଥାନ୍ତି । ଏବେ ରାହୁ ମୀନ ରାଶିରେ ଓ କେତୁ କନ୍ୟା ରାଶିରେ ବିରାଜମାନ ରହିଛନ୍ତି । ମାତ୍ର ୧୮ ମେ’ ୨୦୨୫ରେ ରାହୁ କୁମ୍ଭ ରାଶି ଓ କେତୁ ସିଂହ ରାଶିରେ ଚଳନ କରିବେ । ରାହୁ-କେତୁଙ୍କୁ ମାୟାବୀ ଓ ଛାୟା ଗ୍ରହ ବୋଲି କୁହାଯାଏ । ଏହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଥାଏ । ଜାଣନ୍ତୁ ରାହୁ-କେତୁଙ୍କ ଚଳନରେ ୧୨ ରାଶି ଉପରେ ପଡିବ କି ପ୍ରଭାବ ..

ମେଷ – ସତର୍କ ରହି ସମସ୍ତ କାର୍ଯ୍ୟ କରନ୍ତୁ । ଅନେକ ସମସ୍ୟା ଆସିଲେ ମଧ୍ୟ ଧିରେ ଧିରେ ଦୂର ହେବା ସହ କାର୍ଯ୍ୟରେ ସଫଳତା ମିଳିବ । ପରିଶ୍ରମ କରି ସଫଳତା ହାସଲ କରିବେ ।

- Advertisement -

ବୃଷ- ନୂଆ ବ୍ୟବସାୟ ଆରମ୍ଭ କରିବାର ଯୋଗ ରହିଛି । ଦୀର୍ଘ ଦିନରୁୁ ଅଟକି ଥିବା କାମ ପୂରଣ ହେବ । ଭାବି ଚିନ୍ତି ନିଷ୍ପତ୍ତି ନିଅନ୍ତୁ । ପଦ-ପ୍ରତିଷ୍ଠା ହାସଲ କରିବେ ।

ମିଥୁନ- ବିଦେଶ ଯାତ୍ରାର ଯୋଗ ରହିଛି । ଧୈର୍ଯ୍ୟର ସହ କାମ କରି ସଫଳତା ପାଇବେ । ନୂଆ ସୁଯୋଗ ମିଳିବ । ନୂଆ କାମ ଆରମ୍ଭ କରିବେ ।

କର୍କଟ- ଟଙ୍କା ନିବେଶ କରିବେ । ମାତ୍ର ଧୈର୍ଯ୍ୟର ସହ କାର୍ଯ୍ୟ କରିବାକୁ ପଡିବ । ଆୟରେ ହଠାତ୍‌ ବୃଦ୍ଧି ହେବ । ଭାବି ଚିନ୍ତି ନିଷ୍ପତ୍ତି ନିଅନ୍ତୁ ।

ସିଂହ- ସମ୍ପର୍କରେ ସ୍ପଷ୍ଟତା ରଖନ୍ତୁ । ପରିଶ୍ରମ କରି ସଫଳତା ପାଇବେ । ଦୀର୍ଘ ଦିନରୁ ଅଟକି ଥିବା କାମ ପୂରଣ ହେବ । ପରିବାରରେ ସମସ୍ୟା ଆସିଲେ ମଧ୍ୟ ଦୂର ହେବ ।

କନ୍ୟା- ଜୀବନରେ ଉତ୍ଥାନପତନ ଦେଖା ଦେଇପାରେ । ସ୍ୱାସ୍ଥ୍ୟ ଓ କର୍ମକ୍ଷେତ୍ରରେ ଭାବି ଚିନ୍ତି ନିଷ୍ପତ୍ତି ନିଅନ୍ତୁ । ସମସ୍ତ କଥାରେ ପ୍ରତିକ୍ରିୟା ପ୍ରକାଶ କରନ୍ତୁ ନାହିଁ ।

ତୁଳା- ପ୍ରେମ ସମ୍ପର୍କରେ ସତର୍କତା ରଖନ୍ତୁ । ଯେକୌଣସି କାର୍ଯ୍ୟକୁ ଭାବି ଚିନ୍ତି କରନ୍ତୁ । ତରବରିଆ ଭାବେ ନିଷ୍ପତ୍ତି ନିଅନ୍ତୁ ନାହିଁ । ସତର୍କତା ଅବଲମ୍ବନ କରନ୍ତୁ ।

ବିଛା- ପରିବାରରେ ଅନେକ ଉତ୍ସବ ପାଳନ ହେବ । ପୁରୁଣା ସମସ୍ୟା ଦୂର ହେବ । ଦାୟିତ୍ୱ ବଢିବ । କାର୍ଯ୍ୟରେ ସଫଳତା ମିଳିବ ।

ଧନୁ- ଯାତ୍ରାର ଯୋଗ ରହିଛି । ଚିନ୍ତାଧାରା ସ୍ପଷ୍ଟ ରଖନ୍ତୁ । ଆର୍ଥିକ ସ୍ଥିତି ମଜଭୁତ ହେବ । ପରିବାରରେ ଥିବା ସମସ୍ୟା ଦୂର ହେବ ।

ମକର- ଖର୍ଚ୍ଚାନ୍ତ ହୋଇ ପାରନ୍ତି । ପରିବାର ସଦସ୍ୟଙ୍କ ସହଯୋଗ ମିଳିବ । ଜୀବନସାଥୀଙ୍କ ସହ ସୁଖମୟ ସମୟ ଅତିବାହିତ କରିବେ । ଅର୍ଥ ସମସ୍ୟା ଦୂର ହେବ ।

କୁମ୍ଭ- ଆତ୍ମବିଶ୍ୱାସ ବୃଦ୍ଧି ହେବ । ଭାବି ଚିନ୍ତି ନିଷ୍ପତ୍ତି ନେବେ । ପରିବାରରେ ହସଖୁସିର ବାତାବରଣ ରହିବ । ସହଯୋଗ ମିଳିବ ।

ମୀନ- ଆର୍ଥିକ ସମସ୍ୟା ଦୂର ହେବ । ଧ୍ୟାନ ଓ ଆତ୍ମବିଶ୍ୱାସ ବୃଦ୍ଧି ହେବ । ହଠାତ୍‌ ଧନ ମିଳିବା ସହ ଲାଗି ରହିଥିବା ସମସ୍ୟା ଦୂର ହେବ ।

ଦେଖନ୍ତୁ ଛାତିଥରା ଭିଡିଓ ; ମାଆ ସହ ଯିବା ବେଳେ ଶିଶୁକୁ ଆକ୍ରମଣ କଲା ଷଣ୍ଢ, ଆଉ ତା’ପରେ..

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories