www.samajalive.in
Saturday, December 6, 2025
23.1 C
Bhubaneswar

ଦେଖନ୍ତୁ ଛାତିଥରା ଭିଡିଓ ; ମାଆ ସହ ଯିବା ବେଳେ ଶିଶୁକୁ ଆକ୍ରମଣ କଲା ଷଣ୍ଢ, ଆଉ ତା’ପରେ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ୍‌ ହୋଇଥାଏ । କିଛି ଭୟଭୀତ କରିବା ସହ ଆଶ୍ଚର୍ଯ୍ୟଚକିତ ମଧ୍ୟ କରିଥାଏ । ନିକଟରେ ଏଭଳି ହିଁ ଏକ ଭିଡିଓ ଦେଖି ସଭିଏଁ ଆଶ୍ଚର୍ଯ୍ୟଚକିତ ହେବା ସହ ଏହା ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି । ବିଶେଷ କରି ଷଣ୍ଢକୁ ଦେଖିଲେ ଅନେକ ସମୟରେ ଭୟ ଲାଗିଥାଏ । ଭିଡିଓରେ ଦେଖିପାରିବେ ରାସ୍ତାରେ ମାଆ ଓ ତାଙ୍କ ଶିଶୁ ଯାଉଛନ୍ତି ।


ଏହି ଘଟଣା ସିସିଟିଭିରେ କଏଦ ହୋଇଛି । ରାସ୍ତାରେ ମାଆ ନିଜ ଶିଶୁକୁ ନେଇ ଯାଉଛନ୍ତି । ସେହି ସମୟରେ ହଠାତ୍‌ ଏକ ଷଣ୍ଢ ରାଗରେ ଆସି ଆକ୍ରମଣ କରୁଛି । ଛୋଟ ଶିଶୁ ଉପରେ ବାରମ୍ବାର ଆକ୍ରମଣ କରୁଛି । ଷଣ୍ଢ କବଳରୁ ମାଆ ନିଜ ଛୁଆକୁ ରକ୍ଷା କରିବାକୁ ଚେଷ୍ଟା କରୁଛି । ଷଣ୍ଢ ଶିଙ୍ଗରେ ବାରମ୍ବାର ମହିଳାଙ୍କୁ ଆକ୍ରମଣ କରୁଛି । ସେହି ସମୟରେ କିଛି ଲୋକେ ଏକାଠି ହୋଇ ସେମାନଙ୍କ ଜୀବନ ରକ୍ଷା କରୁଛନ୍ତି । ଭିଡିଓକୁ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ଆକର୍ଷଣୀୟ ଲୁକ୍‌ ସହ ମୋଟୋରୋଲା ଆଣିଲା ଏହି ଫୋନ୍‌, ଜାଣନ୍ତୁ ଦାମ୍‌ ଓ ଫିଚର..

- Advertisement -

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories