ଦେଖନ୍ତୁ ଛାତିଥରା ଭିଡିଓ ; ମାଆ ସହ ଯିବା ବେଳେ ଶିଶୁକୁ ଆକ୍ରମଣ କଲା ଷଣ୍ଢ, ଆଉ ତା’ପରେ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ୍‌ ହୋଇଥାଏ । କିଛି ଭୟଭୀତ କରିବା ସହ ଆଶ୍ଚର୍ଯ୍ୟଚକିତ ମଧ୍ୟ କରିଥାଏ । ନିକଟରେ ଏଭଳି ହିଁ ଏକ ଭିଡିଓ ଦେଖି ସଭିଏଁ ଆଶ୍ଚର୍ଯ୍ୟଚକିତ ହେବା ସହ ଏହା ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି । ବିଶେଷ କରି ଷଣ୍ଢକୁ ଦେଖିଲେ ଅନେକ ସମୟରେ ଭୟ ଲାଗିଥାଏ । ଭିଡିଓରେ ଦେଖିପାରିବେ ରାସ୍ତାରେ ମାଆ ଓ ତାଙ୍କ ଶିଶୁ ଯାଉଛନ୍ତି । View this post on … Continue reading ଦେଖନ୍ତୁ ଛାତିଥରା ଭିଡିଓ ; ମାଆ ସହ ଯିବା ବେଳେ ଶିଶୁକୁ ଆକ୍ରମଣ କଲା ଷଣ୍ଢ, ଆଉ ତା’ପରେ..