www.samajalive.in
Monday, December 15, 2025
24.1 C
Bhubaneswar

ଭାରତୀୟ ବାୟୁସେନା ମହିଳା ପାଇଲଟ ଧରାପଡ଼ିବା ଖବର ମିଛ

ଡେସ୍କ: ପାକିସ୍ତାନ ପକ୍ଷରୁ ଜଣେ ଭାରତୀୟ ମହିଳା ପାଇଲଟ ଧରାପଡିଥିବା ସମ୍ପର୍କିତ ଖବର ମିଛ ପ୍ରମାଣିତ ହୋଇଛି। ପାକିସ୍ତାନୀ ଗଣମାଧ୍ୟମ ପକ୍ଷରୁ ଏଭଳି ଖବର ପ୍ରସାରଣ କରାଯାଉଛି।


ସେହି ଖବରରେ କୁହାଯାଇଛି ଯେ ଭାରତୀୟ ମହିଳା ବାୟୁସେନା ପାଇଲଟ ସ୍କ୍ୱାଡ୍ରନ ଲିଡର ଶିବାନୀ ସିଂହ ପାକିସ୍ତାନରେ ଧରାପଡ଼ିଛନ୍ତି। ତେବେ ଏହା ଏକ ମିଥ୍ୟା ଖବର ଏବଂ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ଫ୍ୟାକ୍ଟ ଚେକ ପରେ ଏହା ସ୍ପଷ୍ଟ ହୋଇଛି।

Hot this week

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

Related Articles

Popular Categories