www.samajalive.in
Monday, December 15, 2025
17.1 C
Bhubaneswar

ନୂଆ ରଙ୍ଗ ସହିତ ଟ୍ରାଏମ୍ଫ ଆଣିଲା ଏହି ବାଇକ୍, ୭୫୮ ଟଙ୍କା ବଢିଲା ଦାମ୍

ନୂଆଦିଲ୍ଲୀ : ଟ୍ରାଏମ୍ଫ ମୋଟରସାଇକେଲ ଭାରତୀୟ ବଜାର ପାଇଁ ନିଜ ସ୍କ୍ରାମ୍ବଲର ୪୦୦ଏକ୍ସ ମୋଟରସାଇକେଲରେ ନୂଆ ରଙ୍ଗ ଯୋଡିଛି । ଏବେ ଏହି ବାଇକକୁ ଗ୍ରାହକ ନୂଆ ଲାଭା ରେଡ୍ ସାଟିନ୍ କଲରରେ ମଧ୍ୟ କ୍ରୟ କରିପାରିବେ । ଏହା ନୂଆ ପେଣ୍ଟ ସ୍କିମ୍ ବର୍ତ୍ତମାନର ଭଲକାନିକ୍ ରେଡ୍/ ଫାଣ୍ଟମ୍ ବ୍ଲାକ ଶେଡରୁ ବହୁତ ଅଲଗା । ଏଥିରେ ସାଟିନ୍ ଫିନିଶ୍ ମିଳେ । ଲାଭା ରେଡ୍ କଲର ମୋଟରସାଇକେଲର ପେଟ୍ରୋଲ ଟ୍ୟାଙ୍କରେ ହିଁ ଦେଖିବାକୁ ମିଳେ ।

ଏହି ନୂଆ ରଙ୍ଗ ଅତି ଭାଇବ୍ରାଣ୍ଟ ନଜର ଆସିବା ସହ ଏଥିରେ ପ୍ରିମିୟମ୍ ଫିନିଶ୍ ଦିଆଯାଇଛି । ଟ୍ରାଏମ୍ଫ ସ୍କ୍ରାମ୍ବଲର ୪୦୦ ଏକ୍ସର ଦାମରେ ସାମାନ୍ୟ ବୃଦ୍ଧି ମଧ୍ୟ କରିଛି । ଏହାର ଏକ୍ସ ଶୋରୁମ୍ ଦାମ୍ ୨.୬୭ ଲକ୍ଷ ଟଙ୍କା ରଖିଛି କମ୍ପାନୀ । ଅର୍ଥାତ୍ ନିଜ ରେଗୁଲାର ମଡେଲ ତୁଳନାରେ ଏହାର ଦାମ୍ ୭୫୮ ଟଙ୍କା ବଢିଛି । ପୂର୍ବ ଭଳି ଏଥିରେ ୩୯୮ ସିସିର ଲିକ୍ବିଡ୍-କୁଲ୍ଡ ମୋଟର ମିଳିବ ଯେଉଁଥିରେ ୬ ସ୍ପିଡ୍ ଗିୟରବକ୍ସ ରହିଛି । ଏହା ୪୦ ବିଏଚପିର ପାଓ୍ବର ଓ ପ୍ରାୟ ୩୭.୫ ଏନଏମର ପିକ୍ ଟର୍କ ଉତ୍ପନ କରେ । ଏହା ଉଭୟ ସିଟି ଓ ହାଇଓ୍ବେରେ ଉତ୍ତମ ପ୍ରଦର୍ଶନ କରିଥାଏ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories