www.samajalive.in
Saturday, December 6, 2025
16.1 C
Bhubaneswar

ଅତିକମ୍‌ରେ ନିପାତ ହୋଇଛନ୍ତି ୧୦୦ ଆତଙ୍କୀ : ରାଜନାଥ

ନୂଆଦିଲ୍ଲୀ: ଦିଲ୍ଲୀ ସଂସଦ ଭବନରେ ବସିଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି। ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକ ବଡ ସୂଚନା ଦେଇଛନ୍ତି। ସେ କହିଛନ୍ତି ଅପରେସନ୍ ସିନ୍ଦୂରରେ ଅତିକମ୍‌ରେ ୧୦୦ ଆତଙ୍କବାଦୀ ନିପାତ ହୋଇଛନ୍ତି। ୨୫ ମିନିଟ୍ ଭିତରେ ୯ଟି ଆତଙ୍କୀ ଆଡ୍ଡା ଉପରେ ୨୪ ଷ୍ଟ୍ରାଇକ୍ ହୋଇଥିଲା। ପାକିସ୍ତାନ ଓ ପିଓକେରେ ଭାରତ ସର୍ପ୍ରାଇଜ୍ ଆକ୍ସନ୍ ନେଇଥିଲା। ଏବେ ବି ଅପରେସନ୍ ସିନ୍ଦୂର ଜାରି ରହିଛି। ଅପରେସନ୍ ର ସବୁ ତଥ୍ୟ ସାର୍ବଜନୀନ କରାଯାଇ ପାରିବନାହିଁ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories