www.samajalive.in
Monday, December 15, 2025
16.1 C
Bhubaneswar

ମେ’ରେ ଶକ୍ତିଶାଳୀ ଗ୍ରହଙ୍କ ମହାଚଳନ: ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ହେବେ ମାଲାମାଲ୍‌, କିଣିବେ ଘର,ଗାଡି..

ମେ’ ମାସରେ କିଛି ଶକ୍ତିଶାଳୀ ଗ୍ରହ ଚଳନ କରିବେ । ସୂର୍ଯ୍ୟ ମେ’୧୪ରେ ମେଷ ରାଶିରୁ ବୃଷ ରାଶିକୁ ଚଳନ କରିବେ । ମେ’୬ରେ ମେଷ ରାଶିରେ ବୁଧ ପ୍ରବେଶ କରିବେ । ୩୧ ମେ’ରେ ମେଷ ରାଶିରେ ଶୁକ୍ର ଚଳନ କରିବେ ।
ଗୁରୁ ଗ୍ରହ ୧୪ ମେ’ରେ ମିଥୁନ ରାଶିରେ ପ୍ରବେଶ କରିବେ । ରାହୁ-କେତୁ ମଧ୍ୟ ଏହି ମାସରେ ଚଳନ କରିବେ । ଏହି ୨ ଛାୟା ଗ୍ରହ ୧୮ ମେ’ରେ ରାଶି ପରିବର୍ତ୍ତନ କରିବେ । ରାହୁ କୁମ୍ଭ ରାଶିରେ ଓ କେତୁ ସିଂହ ରାଶିରେ ପ୍ରବେଶ କରିବେ । ଜାଣନ୍ତୁ ଗ୍ରହଙ୍କ ଏହି ଚଳନରେ କେଉଁ କେଉଁ ରାଶି ମାଲାମାଲ୍‌ ହେବେ..
ଗ୍ରହଙ୍କ ଏହି ମହାଚଳନ ୫ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ମଙ୍ଗଳକାରୀ ହେବ ।

ବୃଷ- ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ମିଳିବ । ଆର୍ଥିକ ସ୍ଥିତି ମଜଭୁତ ହେବ । ଧନ ସମ୍ପତ୍ତି ସୁଖ ପ୍ରାପ୍ତି ହେବ । ପ୍ରେମରେ ସଫଳତା ମିଳିବ । ଗାଡି, ଭୂମି, ଘର କିଣିବାର ଯୋଗ ରହିଛି । ପରିବାରରେ ମାଙ୍ଗଳିକ କାର୍ଯ୍ୟ ହେବ । ନିୟମିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ ।

- Advertisement -

କର୍କଟ- ଆୟରେ ବୃଦ୍ଧି ହେବ । ସୁଖସମୃଦ୍ଧି ବୃଦ୍ଧି ହେବ । ମନକୁ ଶାନ୍ତି ମିଳିବ । ନିବେଶ କରି ଲାଭବାନ୍‌ ହେବେ । ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବ । ପ୍ରେମ ସମ୍ପର୍କ ମଜଭୁତ ହେବ । ପ୍ରଭୁ ହନୁମାନଙ୍କ ଉପାସନା କରନ୍ତୁ ।

ସିଂହ- ଏହି ରାଶିଙ୍କୁ ବଡ ଲାଭ ମିଳିବ । ଅନେକ କାର୍ଯ୍ୟରେ ସଫଳତା ମିଳିବ । ପରିବାରରେ ଥିବା ସମସ୍ୟା ଦୂର ହେବ । ଘରେ ଶୁଭ କାର୍ଯ୍ୟ ହେବାର ଯୋଗ ରହିଛି । ସୁନ୍ଦରାକାଣ୍ଡ ପଢନ୍ତୁ କିମ୍ବା ଶୁଣନ୍ତୁ ଅଧିକ ଶୁଭଫଳ ମିଳିବ ।

ତୁଳା- ଏହି ରାଶିଙ୍କୁ ବିଶେଷ ଲାଭ ମିଳିବ । ଶୁଭ ଖବର ମିଳିବ । ବ୍ୟବସାୟରେ ବଡ ଲାଭ ମିଳିବ । ଚାକିରିରେ ପଦନ୍ନୋତି ହେବ । ଖର୍ଚ୍ଚ କମ୍‌ ହେବ । ପ୍ରଭୁ ହନୁମାନଙ୍କୁ ପୂଜା କରନ୍ତୁ ।

ମକର- ଆର୍ଥିକ ସ୍ଥିତି ମଜଭୁତ ହେବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଚାକିରିରେ ପଦନ୍ନୋତି ସହ ଦରମା ବଢିବ । ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ । ମନ ଖୁସି ରହିବ । ସନ୍ତାନ ପକ୍ଷରୁ ଶୁଭଖବର ମିଳିବ । ଏହି ମାସରେ ଲାଲ ରଙ୍ଗର ବସ୍ତ୍ର, ତମ୍ବା ଆଦି ଦାନ କରନ୍ତୁ ।

ଦେଖନ୍ତୁ ଭିଡିଓ ; ଫ୍ରିଜ୍‌ରେ ଫଣା ଟେକି ବସିଥିଲା ନାଗସାପ, ତା’ପରେ

 

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories