ଦେଖନ୍ତୁ ଭିଡିଓ ; ଫ୍ରିଜ୍‌ରେ ଫଣା ଟେକି ବସିଥିଲା ନାଗସାପ, ତା’ପରେ

ନୂଆଦିଲ୍ଲୀ : ସମସ୍ତ ସ୍ଥାନରେ ପ୍ରବଳ ଖରା ସହ ଭୀଷଣ ଗରମ ଅନୁଭବ ହେଉଛି। ଦେଶର ବିଭିନ୍ନ ସ୍ଥାନରେ ଖରା କାରଣରୁ ଲୋକେ ଅସ୍ତବ୍ୟସ୍ତ ହେଉଛନ୍ତି । ତେବେ ଖରାଦିନେ ଖାଲି ମଣିଷ ନୁହେଁ ଜୀବଜନ୍ତୁମାନେ ମଧ୍ୟ ଏହାର ପ୍ରଭାବରେ ଥଣ୍ଡା ସ୍ଥାନ ଖୋଜି ବୁଲନ୍ତି । ଚିନ୍ତା କରନ୍ତୁ ଥଣ୍ଡା ପାଣି ପିଇବା ପାଇଁ ଫ୍ରିଜ୍‌ ଖୋଲିବା ସମୟରେ ତା’ଭିତରେ ସାପ ବସିଥିବ । ନିକଟରେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ୍‌ ହେଉଛି, … Continue reading ଦେଖନ୍ତୁ ଭିଡିଓ ; ଫ୍ରିଜ୍‌ରେ ଫଣା ଟେକି ବସିଥିଲା ନାଗସାପ, ତା’ପରେ