www.samajalive.in
Sunday, December 14, 2025
19.1 C
Bhubaneswar

ଦୀର୍ଘ ବର୍ଷ ପରେ ଶକ୍ତିଶାଳୀ ଯୋଗ: ମେ’ ମାସରେ ଚମକିବ ଏହି ୫ ରାଶିଙ୍କ ଭାଗ୍ୟ, ହେବେ ମାଲାମାଲ୍‌, ବଢିବ ଦରମା, ବ୍ୟବସାୟ

ମେ’ ମାସ କିଛି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ସଫଳତା ସହ ଶୁଭଫଳ ଆଣିବାକୁ ଯାଉଛି । ବ୍ୟବସାୟର ସ୍ୱାମୀ ଗ୍ରହ ବୁଧ ଓ ଧନର ଦାତା ଗୁରୁ ଗ୍ରହ ୫ ମେ’ ୨୦୨୫ରେ ରାତି ୧୦ଟା ୪୯ ମିନିଟ୍‌ରେ ପରସ୍ପର ସହ ୬୦ ଡିଗ୍ରୀର କୋଣୀୟ ସ୍ଥିତିରେ ରହିବେ।

ଜ୍ୟୋର୍ତିବିଦ୍‌ଙ୍କ ମତାନୁସାରେ ବୁଧ ଓ ଗୁରୁ ଏଭଳି ସ୍ଥିତି କାରଣରୁ ‘ତ୍ରି- ଏକାଦଶ ଯୋଗ’ କୁହାଯାଏ । ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଲାଭ ଦୃଷ୍ଟି ଯୋଗ ମଧ୍ୟ କୁହାଯାଏ। ଏହି ଯୋଗ ଫଳରେ ବ୍ୟକ୍ତିଙ୍କୁ ସଫଳତା ପରେ ସଫଳତା ମିଳିବା ସହ ଧନ ପ୍ରାପ୍ତି ହୋଇଥାଏ । ଜାଣନ୍ତୁ ଏହି ଯୋଗ ଫଳରେ କେଉଁ କେଉଁ ରାଶି ବିଶେଷ ଭାଗ୍ୟଶାଳୀ ହେବେ..

- Advertisement -

ମେଷ- ମେ’୫ରୁ ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଅନେକ କ୍ଷେତ୍ରରେ ସଫଳତା ମିଳିବ । ଦୀର୍ଘ ଦିନରୁ ଅଟକି ରହିଥିବା କାମ ପୂରଣ ହେବ । ହଠାତ୍‌ ଧନ ମିଳିବା ସହ ଚାକିରିରେ ବଡ ଲାଭ ମିଳିବ ।

ବୃଷ- ଆର୍ଥିକ କ୍ଷେତ୍ରରେ ଲାଭ ମିଳିବା ସହ ଆତ୍ମବିଶ୍ୱାସ ବୃଦ୍ଧି ହେବ । ଆୟର ନୂଆ ନୂଆ ରାସ୍ତା ସାମ୍ନାକୁ ଆସିବ । ଭୂମି, ଘର କିଣିବାର ଯୋଗ ରହିଛି ।

କର୍କଟ- ଆର୍ଥିକ କ୍ଷେତ୍ରରେ ଖୁବ୍‌ ଉନ୍ନତି ହେବ । କର୍ମକ୍ଷେତ୍ରରେ ପଦନ୍ନୋତି ସହ ପ୍ରଶଂସା ମିଳିବ। ଦରମା ମଧ୍ୟ ବୃଦ୍ଧି ହେବ।

କନ୍ୟା- ଭାଗ୍ୟରେ ଶୁଭ ପରିବର୍ତ୍ତନ ହେବ। କର୍ମକ୍ଷେତ୍ରରେ ନୂଆ ନୂଆ ଦାୟିତ୍ୱ ମିଳିବ। କର୍ମକ୍ଷେତ୍ରରେ ସକରାତ୍ମକ ଫଳ ମିଳିବ । ପଦନ୍ନୋତିର ଯୋଗ ରହିଛି ।

ମକର- ପରିବାରରେ ହସଖୁସିର ବାତାବରଣ ରହିବ। ବଡ ଲାଭ ମିଳିବ। କାର୍ଯ୍ୟରେ ସଫଳତା ସହ କର୍ମକ୍ଷେତ୍ରରେ ଉନ୍ନତି ହେବ । ବ୍ୟବସାୟରେ ଉନ୍ନତି ହେବ।

ଭାଙ୍ଗିଲା ସବୁ ରେକର୍ଡ ; ଲକ୍ଷେ ପାର୍‌ ସୁନା ଦାମ୍‌

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories