ଭାଙ୍ଗିଲା ସବୁ ରେକର୍ଡ ; ଲକ୍ଷେ ପାର୍‌ ସୁନା ଦାମ୍‌

ଭୁବନେଶ୍ୱର : ଭାଙ୍ଗିଲା ସବୁ ରେକର୍ଡ। ୧ ଲକ୍ଷ ଟଙ୍କା ଟପିଲା ସୁନା ଦର। ଏପ୍ରିଲ ୨୨ ଅର୍ଥାତ୍‌ ମଙ୍ଗଳବାର ସୁନା ଦର ପ୍ରଥମ ଥର ପାଇଁ ଲକ୍ଷେ ଟଙ୍କା ଅତିକ୍ରମ କରିଛି। ୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୧,୦୧,୩୫୦ ଟଙ୍କାକୁ ବୃଦ୍ଧି ପାଇଛି। ଗତକାଲି ଏହା ୯୮,୩୫୦ ଟଙ୍କା ଥିଲା । ଦିନକରେ ୩,୦୦୦ ଟଙ୍କା ଦାମ୍‌ ବୃଦ୍ଧି ପାଇଛି। ୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୯୨,୯୦୦ ରହିଛି … Continue reading ଭାଙ୍ଗିଲା ସବୁ ରେକର୍ଡ ; ଲକ୍ଷେ ପାର୍‌ ସୁନା ଦାମ୍‌