www.samajalive.in
Saturday, December 6, 2025
15.1 C
Bhubaneswar

ନିଖୋଜ ନାବାଳକକୁ ଉଦ୍ଧାର କରିବାରେ ବିଫଳ ପୁଲିସ୍, ରାସ୍ତାରୋକ କଲେ ଲୋକେ

ପିପିଲି : ପୁରୀ ଜିଳ୍ଲା ଡେଲାଙ୍ଗ ଥାନା ରତନପୁର ଗାଁରେ ଅଭାବନୀୟ ଘଟଣା ଘଟିଛି।  ୧୧ବର୍ଷର ନାବାଳକ ଆଶିର୍ବାଦ ସାହୁ ନିଖୋଜ ଘଟଣାକୁ ଇତି ମଧ୍ୟରେ ୬ ଦିନ ବିତିଛି । ହେଲେ ପୁଲିସ ନାବାଳକକୁ ଉଦ୍ଧାର କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଯାହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହାର ପ୍ରତିବାଦରେ ଆଜି  ଡେଲାଙ୍ଗ ଠାରେ ଟାୟାର ଜାଳି ଲୋକେ ରାସ୍ତା ଅବରୋଧ କରିଛନ୍ତି । ଫଳରେ ପଟ୍ଟନାଇକିୟା ଠାରୁ ଖୋର୍ଦ୍ଧା ଓ କଣାସ କୁ ଯାତାୟାତ ଠପ ହୋଇଯାଇଛି । ଖବର ପାଇ ଘଟଣାସ୍ଥଳରେ ପିପିଲି ଏସ ଡି ପି ଓ, ଡେଲାଙ୍ଗ ଥାନାଧିକାରୀ ପହଞ୍ଚି ଆନ୍ଦୋଳନକରିଙ୍କ ସହ ଆଲୋଚନା ଜାରି ରଖିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories