www.samajalive.in
Saturday, December 6, 2025
17.1 C
Bhubaneswar

ବଜ୍ରାଘାତରେ ୭ ଗୋରୁ ମୃତ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ସୋଗର ଗାଁରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି।  ବଜ୍ରାପାତ ଘଟି ୭ଟି ଗୋରୁର ମୃତ୍ୟୁ ହୋଇଛି। ଗାଁର ଧୀରେନ୍ଦ୍ର କାଣ୍ଡି, ମାର୍କଣ୍ଡ ଦେହୁରୀ, ଜଟିଆ ଦେହୁରୀ ଓ ତ୍ରିଲୋଚନ ବାରିକଙ୍କ ଗୋରୁ ଗୁଡିକ ଗାଁ ପାଖ ପଡିଆରେ ଚରୁଥିବାବେଳେ  ପ୍ରବଳ ବର୍ଷା , ଘଡଘଡି ମାରିଥିଲା। ଏବଂ ସେମାନେ ଏକ ଗଛ ମୂଳେ ଆଶ୍ରୟ ନେଉଥିଲେ। ଏହି ସମୟରେ ବଜ୍ରପାତ ଘଟିବାରୁ ଘଟଣାସ୍ଥଳରେ ସମସ୍ତ ୭ ଟି ଯାକ ଗୋରୁଙ୍କର ମୃତ୍ୟୁ ହୋଇଛି। ତୁରନ୍ତ କ୍ଷତିଗ୍ରସ୍ତ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ  ଗ୍ରାମବାସୀମାନେ ଦାବି କରିଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories