www.samajalive.in
Saturday, December 6, 2025
26.1 C
Bhubaneswar

୧୨ ବର୍ଷ ପରେ ସୂର୍ଯ୍ୟ-ବୃହସ୍ପତି ହେବେ ଏକାଠି ; ଏହି ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ମିଳିବ ଧନ, ହେବ ବିବାହ

ଜ୍ୟୋତିଷ ଶାସ୍ତ୍ରରେ ଗୋଟିଏ ଗ୍ରହ ରାଶି ପରିବର୍ତ୍ତନ କରି ଅନ୍ୟ ଏକ ଗ୍ରହ ସହ ଏକାଠି ହେଲେ ଏହାର ପ୍ରଭାବ ଦେଶ,ଦୁନିଆ ସହ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ମଧ୍ୟ ପଡିଥାଏ । ୧୪ ମେ’ରେ ବୃଷ ରାଶିରେ ସୂର୍ଯ୍ୟ-ବୃହସ୍ପତି ଏକାଠି ହେବାକୁ ଯାଉଛନ୍ତି । ମେ’୧୪ରେ ସୂର୍ଯ୍ୟ ବୃଷ ରାଶିରେ ପ୍ରବେଶ କରିବେ । ବୃହସ୍ପତି ମଧ୍ୟ ସେହି ସମୟରେ ବୃଷ ରାଶିରେ ରହିବେ ।
ଦୀର୍ଘ ୧୨ ବର୍ଷ ପରେ ଗୁରୁ ଓ ସୂର୍ଯ୍ୟ ଏକାଠି ହୋଇ ଏକ ଶକ୍ତିଶାଳୀ ରାଜଯୋଗ ସୃଷ୍ଟି ହେବ । ଏହାର ପ୍ରଭାବରେ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ବଦଳିଯିବ । ଜାଣନ୍ତୁ..

ମିଥୁନ- ଗୁରୁ-ସୂର୍ଯ୍ୟ ଏକାଠି ହେବା ପରେ ମିଥୁନ ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ଚମକିବ । ସମସ୍ତ ଅଟକି ଥିବା କାମ ପୂରଣ ହେବ । ନୂଆ କାମ ଆରମ୍ଭ କରିବେ । ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବ । ପରିବାର ସହ ହସଖୁସିରେ ସମୟ ଅତିବାହିତ କରିବେ । ଅବିବାହିତ ଯୁବକ ଯୁବତୀଙ୍କ ବିବାହ ହେବ ।

- Advertisement -

ସିଂହ- ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ମିଳିବ । ଆମଦାନୀରେ ବୃଦ୍ଧି ହେବ । ଆୟ ବଢିବ । ଧନ ନିବେଶ କରି ଲାଭବାନ୍‌ ହେବେ । ନୂଆ ବ୍ୟବସାୟ ଆରମ୍ଭ କରିବାର ଯୋଗ ରହିଛି ।

ଏଣିକି ଚଳନ୍ତା ଟ୍ରେନ୍‌ରେ ଏଟିଏମ୍‌ରୁ ଟଙ୍କା ଉଠାଇପାରିବେ ଯାତ୍ରୀ ; ଆଉ ରହିବନି ସମସ୍ୟା, ଚୋରି ଭୟ

କନ୍ୟା- ଶୁଭ ଖବର ମିଳିବ । ବ୍ୟବସାୟୀ ଲାଭବାନ୍‌ ହେବେ । ପଦ-ପ୍ରତିଷ୍ଠା ବୃଦ୍ଧି ହେବ । ସଫଳତା ମିଳିବ । ଭାଗ୍ୟର ସାଥ୍‌ ମିଳିବ । ଆର୍ଥିକ ସ୍ଥିତି ମଜଭୁତ ହେବ ।

 

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories