ଏଣିକି ଚଳନ୍ତା ଟ୍ରେନ୍‌ରେ ଏଟିଏମ୍‌ରୁ ଟଙ୍କା ଉଠାଇପାରିବେ ଯାତ୍ରୀ ; ଆଉ ରହିବନି ସମସ୍ୟା, ଚୋରି ଭୟ

ନୂଆଦିଲ୍ଲୀ : ଅନେକ ସମୟରେ ଦୂର ସ୍ଥାନକୁ ଯାତ୍ରା କରିବା ସମୟରେ ପାଖରେ ଅଧିକ ଟଙ୍କା ରଖିବାକୁ ଭୟ ଲାଗିଥାଏ। ବିଶେଷ କରି ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ଲୋକେ ଅଧିକାଂଶ ଚିନ୍ତା କରନ୍ତି, ଟ୍ରେନ୍‌ରେ ଏଟିଏମ୍‌ ଥିଲେ ସମସ୍ୟା ରହିନଥାନ୍ତା। କି ଚୋରି ହେବାର ଭୟ ମଧ୍ୟ ନଥାନ୍ତା। ମାତ୍ର ଏବେ ଆଉ ଏହି ସମସ୍ୟା ରହିବନି। ଏଣିକି ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ଏଟିଏମ୍‌ରୁ ଟଙ୍କା ଉଠାଇ ପାରିବେ। ଟ୍ରେନ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କ … Continue reading ଏଣିକି ଚଳନ୍ତା ଟ୍ରେନ୍‌ରେ ଏଟିଏମ୍‌ରୁ ଟଙ୍କା ଉଠାଇପାରିବେ ଯାତ୍ରୀ ; ଆଉ ରହିବନି ସମସ୍ୟା, ଚୋରି ଭୟ