www.samajalive.in
Monday, December 15, 2025
27.1 C
Bhubaneswar

ଦେଓଗାଁ ରୋଡରେ ରହଣି କରିବ ସମ୍ବଲପୁର-ରାୟଗଡା-ସମ୍ବଲପୁର ଏକ୍ସପ୍ରେସ

ଡେସ୍କ: ଯାତ୍ରୀ ସୁବିଧା ବୃଦ୍ଧି କରିବା ଲକ୍ଷ୍ୟରେ, ପୂର୍ବତଟ ରେଳପଥ ଆସନ୍ତାକାଲି ଠାରୁ ଅର୍ଥାତ ଏପ୍ରିଲ ୧୬ ଠାରୁ ପରୀକ୍ଷାମୂଳକ ଭାବରେ ଦେଓଗାଁ ରୋଡ ଷ୍ଟେସନରେ ସମ୍ବଲପୁର-ରାୟଗଡା-ସମ୍ବଲପୁର ଏକ୍ସପ୍ରେସର ରହଣି କରିବ।

ସୂଚନା ଅନୁଯାୟୀ, ଏପ୍ରିଲ ୧୬ ଦିନ ସମ୍ବଲପୁରରୁ ଛାଡୁଥିବା ୧୮୩୦୧ ସମ୍ବଲପୁର-ରାୟଗଡା ଏକ୍ସପ୍ରେସ ସକାଳ ୮.୧୪ମିରେ ଦେଓଗାଁ ରୋଡରେ ପହଞ୍ଚିବ ଏବଂ ସକାଳ ୮.୧୬ମିରେ ରାୟଗଡା ଅଭିମୁଖେ ଯାତ୍ରା କରିବ। ଫେରିବା ମାର୍ଗରେ ଆସନ୍ତାକାଲି ରାୟଗଡାରୁ ଛାଡୁଥିବା ୧୮୩୦୨ ରାୟଗଡା-ସମ୍ବଲପୁର ଏକ୍ସପ୍ରେସ ସନ୍ଧ୍ୟା ୪.୪୦ମିରେ ଦେଓଗାଁ ରୋଡରେ ପହଞ୍ଚିବ ଏବଂ ସନ୍ଧ୍ୟା ୪.୪୨ମିରେ ସମ୍ବଲପୁର ଅଭିମୁଖେ ଯାତ୍ରା କରିବ।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories