www.samajalive.in
Sunday, December 14, 2025
19.1 C
Bhubaneswar

ପାଗଳା କୁକୁର କାମୁଡ଼ାରେ ୩ ଆହତ

କଲ୍ୟଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦରରେ କୁକୁର କାମୁଡ଼ାରେ ତିନିଜଣ ଆହତ ହୋଇଥିବା ଜଣାପଡିଛି । ଆଜି  ଏକ କୁକୁର ପାଗଳ ହୋଇ ବଜାରକୁ ଆସିଥିବା ଶାଙ୍କା ଉମାଶଙ୍କର( ୬୨) ବୈଦି କାଶୀ(୬୦)ଙ୍କୁ ହାତ ଓ ଗୋଡ଼ରେ କାମୁଡି ଦେଇଥିଲା । ଏହାକୁ କିଛିଲୋକ ଭୟଭୀତ ହୋଇ ଆଉ କାହାକୁ କାମୁଡ଼ି ଦେବ ବୋଲି କୁକୁର ମାରି  ଦେଇଥିଲେ। ଗୁରୁତର ଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଡାକ୍ତର ପ୍ରମୋଦ କୁମାର ମିଶ୍ର ପ୍ରାଥମିକ ଚିକିତ୍ସା କରିବା ପରେ ଘରକୁ ଫେରିଯାଇଥିବା କହିଛନ୍ତି । ଅନ୍ୟ ଜଣେକୁ କୁକୁର କାମୁଡିଥିବାରୁ ସେ ପ୍ରତି ସପ୍ତାହକୁ ଆସି ଇଞ୍ଜକସନ ନେଉଥିବା କହିଛନ୍ତି।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories