www.samajalive.in
Saturday, December 13, 2025
21.1 C
Bhubaneswar

ଜେଲ ଫେରନ୍ତା ବାପାର କଟୁରୀ ଚୋଟରେ କୁନି ଝିଅ ଗୁରୁତର

ବାଙ୍କୀ : ଜେଲ୍‌ ଫେରନ୍ତା ବାପାର କଟୁରୀ ଚୋଟରେ କୁନି ଝିଅ ଗୁରୁତର ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଶନିବାର ବୈଦେଶ୍ୱର ଥାନା ପୁରୁଣାପାଣି ଗାଁରେ ଘଟିଛି । ସ୍ତ୍ରୀକୁ ହାଣିବାକୁ ଉଦ୍ୟମ ବେଳେ ଝିଅ ମୁଣ୍ଡରେ କଟୁରୀ ବାଜିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଗୁରୁତର କୁନି ଝିଅଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାକୁ ନେଇ ସ୍ତ୍ରୀ ଥାନାରେ ଏତଲା ଦେବା ପରେ ପୁଲିସ ଘଟଣାର ତଦନ୍ତ କରୁଛି। ଘଟଣା ପରେ ଜେଲ୍‌ ଫେରନ୍ତା ବାପା ଫେରାର ହୋଇଯାଇଥିବା ବେଳେ ବୈଦେଶ୍ୱର ଥାନା ପୁଲିସ ଖୋଜାଖୋଜି ଆରମ୍ଭ କରିଛନ୍ତି। ପାରିବାରିକ ବିବାଦ ପାଇଁ ଦମ୍ପତିଙ୍କ ମଧ୍ୟରେ କଳହ ଲାଗି ରହୁଥିଲା।

୩୦ ବର୍ଷ ପରେ ଶନିଙ୍କ ଓଲଟା ଚଳନ ; ଏହି ରାଶି ହେବେ ଭାଗ୍ୟବାନ୍‌, ମିଳିବ ଚାକିରି, ବଢିବ ଦରମା..

କାମ କରୁନି ୟୁପିଆଇ, ଟଙ୍କା ନେଣଦେଣ ଠପ୍‌

- Advertisement -

ଦେଖନ୍ତୁ ଭିଡିଓ ; ଯୁବତୀଙ୍କୁ ସୁଟ୍‌କେଶ ଭିତରେ ଲୁଚାଇ ହଷ୍ଟେଲ୍‌ ଆଣିଲେ ପ୍ରେମିକ, ଆଉ ତା’ପରେ..

ଦେଖନ୍ତୁ ଭିଡିଓ; ବିଚ୍‌ ରାସ୍ତାରେ ନାଚିଲେ ଯୁବତୀ, ଗାଡି ଅଟକାଇ ଦେଖିଲେ ଲୋକେ

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories