www.samajalive.in
Monday, December 15, 2025
16.1 C
Bhubaneswar

ଅପରାହ୍ନ ୪ଟା ମୁଖ୍ୟ ଖବର

ପୁରୀ ରଥଯାତ୍ରା ପାଇଁ ରଥ କାଠ ଚିରଟ ଅନୁକୂଳ.. ପବିତ୍ର ଶ୍ରୀରାମ ନବମୀ ଅବସରରେ କଟକ ଖପୁରିଆସ୍ଥିତ କରତ କଳରେ ହେଲା ଚିରଟ ଅନୁକୂଳ.. ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଉପସ୍ଥିତ..

ତାମିଲନାଡ଼ୁ ରାମେଶ୍ଵରମରେ ପମ୍ବନ ସେତୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ.. ଦେଶର ଏହି ପ୍ରଥମ ଭର୍ଟିକାଲ ଲିଫ୍ଟ ସାମୁଦ୍ରିକ ସେତୁ ୫୩୫ କୋଟି ଟଙ୍କା ବ୍ୟୟରେ ନିର୍ମିତ..

- Advertisement -

ପୁରୀ ସିଂହଦ୍ଵାର ସମ୍ମୁଖରେ ସାମ୍ବାଦିକାଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଲେ ସେବକ.. ଜଣେ ସାମ୍ବାଦିକା ଏବଂ ଜଣେ ଫଟୋଗ୍ରାଫର ଡାକ୍ତରଖାନାରେ ଭର୍ତ୍ତି.. ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣମାଧ୍ୟମ ପ୍ରତିନିଧିଙ୍କ ଧାରଣା..

ଟ୍ରମ୍ପ ଓ ମସ୍କଙ୍କ ବିରୋଧରେ ଆମେରିକାରେ ବିଶାଳ ବିକ୍ଷୋଭ.. ସାମିଲ ହେଲେ ଲକ୍ଷ ଲକ୍ଷ ଲୋକ.. ଟ୍ରମ୍ପ ପ୍ରଶାସନର ଜନବିରୋଧୀ ନୀତି ପାଇଁ ଲକ୍ଷ ଲକ୍ଷ ଲୋକ ରାସ୍ତାକୁ ଓହ୍ଲାଇ କରୁଛନ୍ତି ଆନ୍ଦୋଳନ.. ଏହାକୁ ‘ହ୍ୟାଣ୍ଡ୍‌ସ ଅଫ୍‌’ ଆ​‌ନ୍ଦୋଳନ କୁହାଯାଉଛି..

ଆଇନ୍‌ରେ ପରିଣତ ହେଲା ୱକ୍‌ଫ ସଂଶୋଧିତ ବିଲ୍‌.. ୱକ୍‌ଫ ସଂଶୋଧିତ ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ.. ସଂସଦର ଉଭୟ ଗୃହରେ ବିଲ୍‌ ପାସ୍‌ ପରେ ରାଷ୍ଟ୍ରପତିଙ୍କ ମଞ୍ଜୁରୀ..

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories