୩ ଘଣ୍ଟା ପାଇଁ ଏସବିଆଇ ଡିଜିଟାଲ ସର୍ଭିସ ବନ୍ଦ

ଭୁବନେଶ୍ୱର: ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସବିଆଇ)ର ଡିଜିଟାଲ ସର୍ଭିସ ଆସନ୍ତା ୩ ଘଣ୍ଟା ପାଇଁ କାମ କରିବନାହିଁ। ବାର୍ଷିକ ସମାପନ କାର୍ଯ୍ୟ ପାଇଁ ଡିଜିଟାଲ ସର୍ଭିସ ବନ୍ଦ ରହିବ। ଆଜି ଦିନ ଗୋଟାଏରୁ ଅପରାହ୍ଣ ୪ ପର୍ଯ୍ୟନ୍ତ ଡିଜିଟାଲ ସର୍ଭିସ ବନ୍ଦ ରହିବ। ଏହି ସମୟରେ ୟୁପିଆଇ ଲାଇଟ୍‌‌ କିମ୍ବା ଏଟିଏମ ବ୍ୟବହାର ପାଇଁ ପରାମର୍ଶ ଦିଆଯାଇଛି।

Comments are closed.