www.samajalive.in
Sunday, December 14, 2025
26.1 C
Bhubaneswar

ବର୍ଗର କିଣିବାକୁ ଯାଇ କୋଟିପତି ହେଲେ ଯୁବକ

ନୂଆଦିଲ୍ଲୀ : କଥାରେ ଅଛି ଭାଗ୍ୟ କେତେବେଳେ ବଦଳିବ, ତାହା କହିବା ସମ୍ଭବ ନୁହେଁ । ଅଳ୍ପ ସମୟରେ ଭାଗ୍ୟ ବଦଳି କେହି କେହି କୋଟିପତି ମଧ୍ୟ ହୋଇ ଯାନ୍ତି । ଜଣେ ଯୁବକ ବର୍ଗର ଖାଇବାକୁ ଯାଇ କୋଟିପତି ହୋଇଛନ୍ତି । ଏଭଳି ଏକ ଘଟଣା ବ୍ରିଟେନ୍‌ରୁ ସାମ୍ନାକୁ ଆସିଛି । ଘଟଣା ବିଷୟରେ ଜାଣି ଯେକେହି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବ । ଜଣେ ବ୍ୟକ୍ତି ବର୍ଗର ଖାଇ ଘରକୁ ଫେରିବା ସମୟରେ ତାଙ୍କ ଭାଗ୍ୟ ବଦଳି ଯାଇ ସେ କୋଟିପତି ହୋଇଯାଇଥିଲେ ।
ରିପୋର୍ଟ ଅନୁସାରେ ବ୍ରିଟେନ୍‌ର ଜଣେ ବ୍ୟକ୍ତି ବର୍ଗର କିଣିବାକୁ ଯାଇଥିଲେ । ବର୍ଗର କିଣିବାକୁ ଯିବା ସମୟରେ ସେ ଏକ ଲଟେରୀ ଟିକେଟ୍‌ ମଧ୍ୟ କିଣିଥିଲେ । ମାତ୍ର ସେ ଆଦୌ ଆଶା କରିନଥିଲେ, କୋଟିପତି ହୋଇଯିବେ ବୋଲି । ବ୍ୟକ୍ତି ଜଣକ ୧୧ କୋଟି ୨୬ ଲକ୍ଷ ଟଙ୍କା ଜିତିଛନ୍ତି । ନିଜ ପତ୍ନୀକୁ ଏ ବିଷୟରେ ଜଣାଇବା ପରେ ସେ ମଧ୍ୟ ବିଶ୍ୱାସ କରିପାରିନଥିଲେ । ଏହାପରେ ଉଭୟ ଖୁସିରେ ଟଙ୍କା କେମିତି ଖର୍ଚ୍ଚ କରାଯିବ ସେନେଇ ଆଲୋଚନା କରିଥିଲେ ବୋଲି କୁହାଯାଉଛି ।

ମାସେ ପରେ ବୃହସ୍ପତି ଚଳନ ; ଏହି ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ମିଳିବ ଧନ, ସବୁ ସଫଳତା..

ମାର୍ଚ୍ଚ ୨୯ରେ ଦୁର୍ଲ୍ଲଭ ଯୋଗ; ବାସ୍‌ ଏହି ସରଳ ଉପାୟରେ ଦୂର ହେବ ଶନିଦଶା, ମିଳିବ ସଫଳତା..

- Advertisement -

ରେକର୍ଡ ଭାଙ୍ଗିଲା ସୁନା ଦର ; ଛୁଇଁଲା ୯୦ ହଜାର

ଦେଖନ୍ତୁ ଭିଡିଓ; ଗାଁକୁ ପଶିଗଲା ବାଘ, ଲୋକେ ଠେଙ୍ଗା ଧରି..

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories