ଦେଖନ୍ତୁ ଭିଡିଓ; ଗାଁକୁ ପଶିଗଲା ବାଘ, ଲୋକେ ଠେଙ୍ଗା ଧରି..

ନୂଆଦିଲ୍ଲୀ : ପୀଲୀଭୀତର ଗ୍ରାମୀଣ ଅଞ୍ଚଳରେ ଏକ ବାଘ ପଶି ଆସିବା ଘଟଣା ହଇଚଇ ସୃଷ୍ଟି କରିଛି । ବାଘକୁ ଦେଖିବା ମାତ୍ରେ ଅନେକ ଗ୍ରାମବାସୀ ଏକାଠି ହୋଇ ହାତରେ ଠେଙ୍ଗା ଧରି ଜୋର୍‌ରେ ପାଟି କରି ବାଘକୁ ସେଠାରୁ ଦୂରକୁ ପଠାଇବାକୁ ଉଦ୍ୟମ କରୁଛନ୍ତି। ନିକଟରେ ପୀଲୀଭୀତର ଜଙ୍ଗଲରୁ ଅନେକ ବାଘ ଜନବସତି ଅଞ୍ଚଳକୁ ପ୍ରବେଶ କରୁଛନ୍ତି। ଗ୍ରାମବାସୀ ମଧ୍ୟ ସତର୍କ ରହୁଛନ୍ତି। #Pilibhit : खेतों में चहल कदमी,दिखा बाघ एक साथ … Continue reading ଦେଖନ୍ତୁ ଭିଡିଓ; ଗାଁକୁ ପଶିଗଲା ବାଘ, ଲୋକେ ଠେଙ୍ଗା ଧରି..