ଭୁବନେଶ୍ୱର : ବିଧାନସଭାରେ ଗୁରୁବାର ଆଗତ ହୋଇଥିବା ଅନ୍ତରୀଣ ବଜେଟରେ କାଳିଆ ଯୋଜନା ପାଇଁ ସର୍ବଧିକ ବ୍ୟୟ ଅଟକଳ କରାଯାଇଛି। କାଳିଆ ଯୋଜନା ପାଇଁ ୪୪୬୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। କୃଷକ ମାନଙ୍କ ପାଇଁ ରାଜ୍ୟ ସରକାର ଡିସେମ୍ବର ୩୧ ତାରିଖରେ କାଳିଆ ଯୋଜନାର ଶୁଭାରମ୍ଭ ଲୋକାର୍ପଣ କରାଯାଇଥିଲା। ଏହି ଯୋଜନା ଦ୍ୱାରା ରାଜ୍ୟର ଚାଷୀ, ଭାଗଚାଷୀ, କୃଷି ଶ୍ରମିକ, ଭୂମିହୀନ ମାନେ ଏହାଦ୍ୱାରା ଉପକୃତ ହେବେ।
Popular Categories



