www.samajalive.in
Sunday, December 14, 2025
26.1 C
Bhubaneswar

ରାସ୍ତାରେ ଜଳିଗଲା ୧୪ ଚକିଆ ଟ୍ରକ୍‌

ତେଲକୋଇ : ରାସ୍ତାରେ ଜଳିଗଲା ୧୪ ଚକିଆ ଟ୍ରକ୍‌। ୪୯ ନମ୍ବର ଜାତୀୟ ରାଜପଥ ବିଛାଖଣି ନିକଟରେ ସର୍ଟ ସର୍କିଟ୍‌ ଯୋଗୁଁ ଟ୍ରକ୍‌ରେ ନିଆଁ ଲାଗିଥିଲା। କେନ୍ଦୁଝରରୁ ସମ୍ବଲପୁର ଅଭିମୁଖେ ଟ୍ରକ୍‌ଟି ଯାଉଥିଲା। ନିଆଁ ଲାଗିବା ମାତ୍ରେ ଏହା ଦେଖି ଟ୍ରକ୍‌ ଚାଳକ ଟ୍ରକ୍‌ରୁ ଓହ୍ଲାଇ ପଡିଥିଲେ। ଖବର ପାଇ ପୁଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଘଟଣାର ତଦନ୍ତ କରୁଛନ୍ତି।

ହୋଲି ଆଉ ଅଳ୍ପ ଦିନ.. ଜାଣନ୍ତୁ ରାଶି ଅନୁଯାୟୀ କେଉଁ ରଙ୍ଗରେ ଖେଳିଲେ ମିଳେ ସଫଳତା, ଧନ, ଚମକେ ଭାଗ୍ୟ..

ଏଥର ହୋଲିରେ ଏହି ରାଶିଙ୍କ ଉପରେ ଧନ ବର୍ଷା କରିବେ ମା’ଲକ୍ଷ୍ମୀ..

- Advertisement -

ଖୁବ୍‌ ଶୀଘ୍ର ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ଘରେ ବାଜିବ ଶାହାନାଇ

ବିବାହର ୩ ମାସ ପରେ ନବବଧୂକୁ ହତ୍ୟା; ଆତ୍ମା ଖୋଲିଲା ହତ୍ୟା ରହସ୍ୟ

Hot this week

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

Related Articles

Popular Categories