ବିବାହର ୩ ମାସ ପରେ ନବବଧୂକୁ ହତ୍ୟା; ଆତ୍ମା ଖୋଲିଲା ହତ୍ୟା ରହସ୍ୟ
ନୂଆଦିଲ୍ଲୀ : ଅନେକ ସମୟରେ ବିବାହ ପରେ ନବ ବଧୂଙ୍କୁ ହତ୍ୟା କରାଯିବାର ଅନେକ ଘଟଣା ସାମ୍ନାକୁ ଆସିଥାଏ । ବିଶ୍ୱର ସବୁଠାରୁ ଆଶ୍ଚର୍ଯ୍ୟଜନକ ହତ୍ୟା ରହସ୍ୟ ବିଷୟରେ ଜାଣନ୍ତୁ ଯାହା ୧୨୬ ବର୍ଷ ପୂର୍ବେ ଆମେରିକାରୁ ପ୍ରକାଶିତ ହୋଇଥିଲା। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଜଣେ କନ୍ୟାର ଆତ୍ମା ନିଜେ ତାଙ୍କ ହତ୍ୟାର ରହସ୍ୟ ସମାଧାନ କରିଥିଲେ । ଏହି ଆଶ୍ଚର୍ଯ୍ୟଜନକ ଘଟଣାଟି ଆମେରିକୀୟ ପଶ୍ଚିମ ଭର୍ଜିନିୟା ରାଜ୍ୟରୁ ସାମ୍ନାକୁ ଆସିଥିଲା। ୧୨୮ ବର୍ଷ … Continue reading ବିବାହର ୩ ମାସ ପରେ ନବବଧୂକୁ ହତ୍ୟା; ଆତ୍ମା ଖୋଲିଲା ହତ୍ୟା ରହସ୍ୟ
Copy and paste this URL into your WordPress site to embed
Copy and paste this code into your site to embed