ଖୁବ୍‌ ଶୀଘ୍ର ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ଘରେ ବାଜିବ ଶାହାନାଇ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ଷ୍ଟାର ୱିକେଟକିପର ରିଷଭ ପନ୍ତଙ୍କ ଘରେ ଖୁବ୍ ଶୀଘ୍ର ଶାହାନାଇ ବାଜିବାକୁ ଯାଉଛି। ରିଷଭ ପନ୍ତଙ୍କ ଭଉଣୀ ସାକ୍ଷୀ ପନ୍ତ ବିବାହ ବନ୍ଧନରେ ବାନ୍ଧି ହେବୋ ଏହି ଅବସରରେ ଟିମ୍ ଇଣ୍ଡିଆର ଅନେକ ଖେଳାଳୀ ଯୋଗ ଦେବାର ଆଶା କରାଯାଉଛି। ମଙ୍ଗଳବାର ଏବଂ ବୁଧବାର ଦିନ ମସୁରୀର ଏକ ସ୍ଥାନରେ ବିବାହ ରୀତିନୀତି ଅନୁଷ୍ଠିତ ହେବ। ଭାରତୀୟ ଅଧିନାୟକ ରୋହିତ ଶର୍ମା, ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ଏବଂ ପୂର୍ବତନ … Continue reading ଖୁବ୍‌ ଶୀଘ୍ର ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ଘରେ ବାଜିବ ଶାହାନାଇ