ଅପରାହ୍ନ ୪ଟା ମୁଖ୍ୟ ଖବର

ଆଗାମୀ ୫ ଦିନ ମଧ୍ୟରେ ୩ରୁ ୫ ଡିଗ୍ରୀ ବଢିପାରେ ତାପମାତ୍ରା.. ପ୍ରଚଣ୍ଡ ରୌଦ୍ର ତାପ ନେଇ ଆଭ୍ୟନ୍ତରୀଣ ଓଡ଼ିଶାର ୬ ଜିଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ..

ପାକିସ୍ତାନରେ ମୁଫ୍‌ତି ଶାହ ମୀରକୁ ଗୁଳି କରି ହତ୍ୟା.. କୁଳଭୂଷଣ ଯାଦବଙ୍କ ଅପହରଣରେ ଥିଲା ସାମିଲ..

ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଡାକ୍ତରଖାନାରେ ଭର୍ତ୍ତି.. ଛାତିରେ ଯନ୍ତ୍ରଣା କାରଣରୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି.. ସ୍ଵାସ୍ଥ୍ୟାବସ୍ଥା ସ୍ଥିର ସୂଚନା..

ପରଲୋକରେ ଭୋଗରାଇର ପୂର୍ବତନ ବିଧାୟକ ଅନନ୍ତ ଦାସ..

ମଟନ ନାଁରେ ଗୋମାଂସ ବିକ୍ରି ଅଭିଯୋଗ ଘଟଣାରେ ପୁରୀ ସାକ୍ଷୀଗୋପାଳର ବିବାଦୀୟ ଜୟା ଢ଼ାବା ନିକଟରେ ୧୬୩ ଧାରା ଜାରି.. ଜୟା ଢାବାର ୧ କିଲୋମିଟର ପରିଧି ପର୍ଯ୍ୟନ୍ତ ୧୬୩ ଧାରା ଜାରି କରିଛି ପ୍ରଶାସନ..

Comments are closed.