ଅପରାହ୍ଣ ୪ଟା ମୁଖ୍ୟ ଖବର

ହୋଲି ପୂର୍ବରୁ ଗ୍ରାହକଙ୍କୁ ବଡ ଝଟ୍‌କା: ମହଙ୍ଗା ହେଲା ଏଲପିଜିି, ୧୯ କିଲୋଗ୍ରାମ୍ ଏଲପିଜି ସିଲିଣ୍ଡରର ମୂଲ୍ୟ ୬ ଟଙ୍କା ବୃଦ୍ଧି କରାଯାଇଛି..

ଭାରତୀୟ ବନ ସେବା(ଆଇଏଫଏସ) ଅଧିକାରୀ ସୁରେଶ ପନ୍ତ ହେଲେ ଓଡ଼ିଶାର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ), ୧୯୯୦ ବ୍ୟାଚର ଆଇଏଫଏସ ଅଧିକାରୀ ହେଉଛନ୍ତି ସୁରେଶ..

ରାଜଧାନୀର ରାଜରାସ୍ତାରେ କଂଗ୍ରେସର ରଣହୁଙ୍କାର; ଲୋୟର ପିଏମ୍‌ଜିରେ କଂଗ୍ରେସ-ପୁଲିସ ଧସ୍ତାଧସ୍ତି, ମହିଳାଙ୍କ ଉପରେ ଅତ୍ୟାଚାର ଅଭିଯୋଗରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି..

ସହଦେବ ନାୟକ ହତ୍ୟା ମାମଲା, ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ନାୟକ ଗିରଫ..

ହୃଦଘାତ ହେବାର ୩୦ ଦିନ ପୂର୍ବରୁ ମିଳେ ଏହି ସଙ୍କେତ ଓ ଲକ୍ଷଣ..

ମାଟ୍ରିକ୍‌ ବିଜ୍ଞାନ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ସହ ବିଜ୍ଞାନ ବି-ସେଟ୍‌ରେ ୪ ମାର୍କ କମ୍‌ ଥିବା ବେଳେ ସି-ସେଟ୍‌ରେ ମଧ୍ୟ କିଛି ତ୍ରୁଟି ରହିଛି, ଏନେଇ ବୋର୍ଡ ପକ୍ଷରୁ ମିଳିଛି ସୂଚନା,ଯେପରି ପରୀକ୍ଷାର୍ଥୀଙ୍କର କ୍ଷତି ନ ହେବ ବିଚାର କରୁଛୁ ବୋଲି ବୋର୍ଡ ସଭାପତି କହିଛନ୍ତି..

ଭଣ୍ଡାରୀପୋଖରୀ ଥାନା ଛତାବର ନିକଟରେ ବସ୍‌କୁ ପଛରୁ କଣ୍ଟେନର ଧକ୍କା ଦେବାରୁ ଦୁର୍ଘଟଣାରେ ୧୦ ଆହତ..

ଭଦ୍ରକ ଜିଲ୍ଲା ନାୟକଣିଡ଼ିହି ଥାନା ରାମଚନ୍ଦ୍ରପୁର ଗାଁରେ ଅଭାବନୀୟ ଘଟଣା: ଶୋଇଥିଲେ ଯୁବକ, ଏସିଡ୍ ମାଡ କଲେ ଦୁର୍ବୁତ୍ତ..

ଏହି ତାରିଖରେ ଜନ୍ମ ବ୍ୟକ୍ତି ବିଶେଷଙ୍କୁ ହଠାତ୍‌ ଧନୀ କରିଥାନ୍ତି ଶନିଦେବ: ମିଳେ ବିଶେଷ କୃପା, ବଦଳିଯାଏ ଭାଗ୍ୟ..

ନବ ଦାସ ହତ୍ୟା ମାମଲାରେ ଦୀପାଳି ଓ ବିଶାଲଙ୍କୁ କ୍ରାଇମବ୍ରାଞ୍ଚ ନୋଟିସ, ମାର୍ଚ୍ଚ ପ୍ରଥମ ସପ୍ତାହରେ ପକ୍ଷ ରଖିବାକୁ ନିର୍ଦେଶ..

୩୦ ବର୍ଷ ପରେ.. ଶନିଙ୍କ ସମେତ ଏହି ଶକ୍ତିଶାଳୀ ଗ୍ରହ ଚଳନ; ସୁନାଭଳି ଚମକିବ ଏହି ରାଶିଙ୍କ ଭାଗ୍ୟ, ହେବେ ମାଲାମାଲ୍‌..

ଆମେରିକା ରାଷ୍ଟ୍ରପତି ଟ୍ରମ୍ପ-ଜେଲେନସ୍କି ଆଲୋଚନା , ହ୍ବାଇଟ୍ ହାଉସରେ ଆଲୋଚନା ବେଳେ ଦୁଇ ରାଷ୍ଟ୍ରପତି ମୁହାଁମୁହିଁ , ଯୁଦ୍ଧ ରୋକିବାକୁ ନେଇ କଥା କଟାକଟି..

ଦେଖନ୍ତୁ ଭିଡିଓ ; ନଦୀରେ ମଜାରେ ଗାଧୋଉଥିଲେ ଯୁବକ, ହାତରେ ଧରି ପକାଇଲେ କୁମ୍ଭୀର, ଆଉ ତା’ପରେ..

Comments are closed.