ହୃଦଘାତ ହେବାର ୩୦ ଦିନ ପୂର୍ବରୁ ମିଳେ ଏହି ସଙ୍କେତ ଓ ଲକ୍ଷଣ..

ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଓ ଭୁଲ୍‌ ଖାଦ୍ୟପେୟ କାରଣରୁ ଅଧିକାଂଶ ଲୋକେ ହୃଦୟ ଜନିତ ସମସ୍ୟା ସହ ହୃଦଘାତର ଶିକାର ହେଉଛନ୍ତି । ଗତ କିଛି ବର୍ଷ ମଧ୍ୟରେ ହୃଦଘାତର ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ପୂର୍ବ ସମୟରେ କେବଳ ବୟସ୍କ ଲୋକେ ହୃଦଘାତର ଶିକାର ହେଉଥିଲେ । ମାତ୍ର ବର୍ତ୍ତମାନ ସମୟରେ ଯୁବପିଢି ହୃଦଘାତର ଅଧିକ ଶିକାର ହେଉଛନ୍ତି । ତେବେ ହୃଦଘାତ ହେବାର କିଛି ମାସ ପୂର୍ବରୁ ଶରୀରରେ କିଛି ପରିବର୍ତ୍ତନ … Continue reading ହୃଦଘାତ ହେବାର ୩୦ ଦିନ ପୂର୍ବରୁ ମିଳେ ଏହି ସଙ୍କେତ ଓ ଲକ୍ଷଣ..