ଦେଖନ୍ତୁ ଭିଡିଓ ; ନଦୀରେ ମଜାରେ ଗାଧୋଉଥିଲେ ଯୁବକ, ହାତରେ ଧରି ପକାଇଲେ କୁମ୍ଭୀର, ଆଉ ତା’ପରେ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ଜୀବଜନ୍ତୁଙ୍କ ଅନେକ ଭିଡିଓ ଭୟଭୀତ କରିବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିଥାଏ । କିଛି ଭିଡିଓକୁ ଦେଖି ଲୋକେ ନିଜ ହସକୁ ମଧ୍ୟ ରୋକି ପାରନ୍ତି ନାହିଁ । ନିକଟରେ ସେଭଳି ହିଁ ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି । ଭିଡିଓରେ ଦେଖି ପାରିବେ, ଜଣେ ଯୁବକ ନଦୀ କୂଳରେ ଖୁବ୍‌ ମଜାରେ ଗାଧୋଉଛନ୍ତି । ପାଣି ବୁଡି ପୁଣି ଉଠି ଠିଆ ହେଉଛନ୍ତି … Continue reading ଦେଖନ୍ତୁ ଭିଡିଓ ; ନଦୀରେ ମଜାରେ ଗାଧୋଉଥିଲେ ଯୁବକ, ହାତରେ ଧରି ପକାଇଲେ କୁମ୍ଭୀର, ଆଉ ତା’ପରେ..