ସୁରେଶ ପନ୍ତ ନୂଆ ପିସିସିଏଫ୍‌

ଭୁବନେଶ୍ୱର : ସୁରେଶ ପନ୍ତ ନୂଆ ପିସିସିଏଫ୍‌ ଭାବେ ନିଯୁକ୍ତ। ୧୯୯୦ ବ୍ୟାଚର ଆଇଏଫଏସ ଅଧିକାରୀ ହେଉଛନ୍ତି ସୁରେଶ ପନ୍ତ। ଭାରତୀୟ ବନ ସେବା (ଆଇଏଫଏସ) ଅଧିକାରୀ ସୁରେଶ ପନ୍ତ ଓଡ଼ିଶାର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ) ଭାବେ ନିଯୁକ୍ତ ହୋଇଛନ୍ତି। ଏନେଇ ଶନିବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ହୃଦଘାତ ହେବାର ୩୦ ଦିନ ପୂର୍ବରୁ ମିଳେ ଏହି ସଙ୍କେତ ଓ ଲକ୍ଷଣ..

ଏହି ତାରିଖରେ ଜନ୍ମ ବ୍ୟକ୍ତି ବିଶେଷଙ୍କୁ ହଠାତ୍‌ ଧନୀ କରିଥାନ୍ତି ଶନିଦେବ: ମିଳେ ବିଶେଷ କୃପା, ବଦଳିଯାଏ ଭାଗ୍ୟ..

୩୦ ବର୍ଷ ପରେ.. ଶନିଙ୍କ ସମେତ ଏହି ଶକ୍ତିଶାଳୀ ଗ୍ରହ ଚଳନ; ସୁନାଭଳି ଚମକିବ ଏହି ରାଶିଙ୍କ ଭାଗ୍ୟ, ହେବେ ମାଲାମାଲ୍‌..

ଦେଖନ୍ତୁ ଭିଡିଓ ; ନଦୀରେ ମଜାରେ ଗାଧୋଉଥିଲେ ଯୁବକ, ହାତରେ ଧରି ପକାଇଲେ କୁମ୍ଭୀର, ଆଉ ତା’ପରେ..

 

Comments are closed.