ମନ୍ଦିରର ପୂଜକଙ୍କୁ ନିଶା ଦେଇ ସୁନା ଚେନ୍, ନଗଦ ଟଙ୍କା ଲୁଟ୍

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ପୂଜାରୀଙ୍କୁ ନିଶା ଦେଇ ଲୁଟି ନେଲେ ସୁନା ଚେନ୍ ଓ ନଗଦ ଟଙ୍କା। ବଡଗଡ ଥାନା ମେଘେଶ୍ୱର ମନ୍ଦିରର ପୂଜକଙ୍କୁ ନିଶା ଦେଇ ଲୁଟେରା ୫ ଭରି ସୁନା ଚେନ୍, ମୋବାଇଲ୍ ଫୋନ୍ ଓ ନଗଦ ଟଙ୍କା ଲୁଟ୍ କରିଛନ୍ତି । ପୂଜକ କ୍ଷୀରୋଦ କୁମାର କର ଲୁଟ୍ର ଶିକାର ହୋଇଥିବା ବେଳେ ଏନେଇ ସେ ବଡଗଡ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ମାର୍ଚ୍ଚରେ ଦୁର୍ଲ୍ଲଭ ରାଜଯୋଗ: ଏହି ରାଶିଙ୍କ ହଠାତ୍ ବଦଳିଯିବ ଭାଗ୍ୟ, ଆପେ ଆପେ ଆସିବ ଧନ, ରହିବନି ଚିନ୍ତା..
ମହାଶିବରାତ୍ରୀରେ ଏମିତି ଅର୍ପଣ କରନ୍ତୁ ବେଲପତ୍ର : କରନ୍ତୁ ନାହିଁ ଏହି ଭୁଲ୍..
ଦେଖନ୍ତୁ ଭୟଭୀତ କରିବ ଭିଡିଓ ; ହଠାତ୍ ଭୁଶୁଡି ପଡିଲା ପୋଲ, ଏକାଧିକ ମୃତ
ଦେଖନ୍ତୁ ଭିଡିଓ ;ପ୍ରେମିକା ସହ ଫୋନ୍ରେ କଥା ହେଉଥିଲେ, ପଛପଟୁ ଆସିଲା ବିଷଧର ସାପ, ଆଉ ତା’ପରେ..
Comments are closed.