www.samajalive.in
Sunday, December 14, 2025
26.1 C
Bhubaneswar

୬୦ ବର୍ଷ ପରେ.. ମହାଶିବରାତ୍ରୀରେ ଦୁର୍ଲ୍ଲଭ ସଂଯୋଗ: ଏହି ରାଶି ହେବେ ଭାଗ୍ୟଶାଳୀ, କିଣିବେ ଭୂମି,ଘର,ଗାଡି..

ମହାଶିବରାତ୍ରୀ ପର୍ବ ଚଳିତ ବର୍ଷ ୨୬ ଫେବୃଆରୀରେ ପାଳନ କରାଯିବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଫାଲଗୁଣ ମାସର କୃଷ୍ଣପକ୍ଷର ଚତୁର୍ଦଶୀ ତିଥିରେ ଶିବରାତ୍ରୀ ପର୍ବ ପାଳନ କରାଯାଏ।
ଏହି ଦିନ ପରିବାରରେ ହସଖୁସି ଓ ଜୀବନରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ସଭିଏଁ ବ୍ରତ ପାଳନ କରି ଥାନ୍ତି। ବିଶେଷ କରି ପରଦିନ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ବ୍ରତ ରଖାଯାଏ । ଚଳିତ ବର୍ଷର ମହାଶିବରାତ୍ରୀ ପର୍ବ ଖୁବ୍‌ ଖାସ୍‌ । ଏହି ଦିନ କିଛି ବିଶେଷ ସଂଯୋଗ ସହ ମକର ରାଶିରେ ଚନ୍ଦ୍ରମାଙ୍କ ସଂଯୋଗ ହେବାକୁ ଯାଉଛି। ଏହା ବ୍ୟତୀତ ଏହି ଦିନ କୁମ୍ଭ ରାଶିରେ ସୂର୍ଯ୍ୟ, ବୁଧ ଓ ଶନିଙ୍କ ସଂଯୋଗ ହେବାକୁ ଯାଉଛି। ଯାହା ପ୍ରାୟ ୧୯୬୫ ମସିହାରେ ପରେ ଏହି ସଂଯୋଗ ହେବାକୁ ଯାଉଛି। ତେବେ ମହାଶିବରାତ୍ରୀରେ ହେଉଥିବା ଏହି ବିଶେଷ ସଂଯୋଗ କାରଣରୁ କେଉଁ କେଉଁ ରାଶିଙ୍କ ଭାଗ୍ୟ ସୁନା ଭଳି ଚମକିବ ଜାଣନ୍ତୁ..

ମେଷ- ଏହି ରାଶି ବ୍ୟକ୍ତି ବିଶେଷଙ୍କ କର୍ମକ୍ଷେତ୍ର ଓ ବ୍ୟବସାୟରେ ଖୁବ୍‌ ଉନ୍ନତି ହେବ । ଆର୍ଥିକ ସ୍ଥିତି ମଜଭୁତ ହେବ। ଅଟକି ଥିବା କାମରେ ସଫଳତା ମିଳିବ । ନୂଆ ବ୍ୟବସାୟ ଆରମ୍ଭ କରିବେ।

- Advertisement -

ମିଥୁନ- ଏହି ରାଶିଙ୍କୁ ଭାଗ୍ୟର ସାଥ୍‌ ମିଳିବ । ବ୍ୟବସାୟରେ ଉନ୍ନତି ହେବ। ଟଙ୍କା ନିବେଶ କରି ଲାଭବାନ୍‌ ହେବେ। କର୍ମକ୍ଷେତ୍ରରେ ନୂଆ ନୂଆ ସୁଯୋଗ ମିଳିବ।

ସିଂହ- ଆର୍ଥିକ କ୍ଷେତ୍ରରେ ଖୁବ୍‌ ଉନ୍ନତି ହେବ। ଆୟର ନୂଆ ନୂଆ ରାସ୍ତା ସାମ୍ନାକୁ ଆସିବ। ଭୂମି, ଘର କିଣିବାର ଯୋଗ ରହିଛି । ଶୁଭ ଖବର ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

କୁମ୍ଭ- ସମ୍ପତ୍ତି, ଘର ଓ ଗାଡି କିଣିବାର ଯୋଗ ରହିଛି। କର୍ମକ୍ଷେତ୍ରରେ ଉନ୍ନତି ହେବ। ବିଦେଶ ଯାତ୍ରାର ଯୋଗ ରହିଛି । ନୂଆ ନୂଆ ସୁଯୋଗ ମିଳିବ।

ଦେଖନ୍ତୁ ଭିଡିଓ; ଉଡନ୍ତା ଗୁଣ୍ଡୁଚିମୂଷା, ଲୋକେ କହିଲେ ପ୍ରକୃତିର ଚମତ୍କାର..

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories