www.samajalive.in
Sunday, December 14, 2025
26.1 C
Bhubaneswar

ଅତ୍ୟନ୍ତ ଶୁଭ ଯୋଗ : ୪ମାସ ପର୍ଯ୍ୟନ୍ତ ଏହି ରାଶି ହେବେ ମାଲାମାଲ୍‌, ମିଳିବ ମନପସନ୍ଦର ଚାକିରି, ବଢିବ ଦରମା..

ଫେବୃଆରୀରେ ଗୁରୁ ଗ୍ରହ ବୃଷ ରାଶିରେ ସିଧା ଚଳନ ଆରମ୍ଭ କରି ସାରିଛନ୍ତି । ଗୁରୁ ରାଶି ପରିବର୍ତ୍ତନ କରିବା ଦ୍ୱାରା ଏହାର ଶୁଭ ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଥାଏ । ଏହାସହ ଶୁଭଫଳ ପ୍ରାପ୍ତି ହୋଇଥାଏ । ଏହାସହ ଗୁରୁ ଶୁକ୍ର ମେ’୧୪ ପର୍ଯ୍ୟନ୍ତ ପରସ୍ପର ରାଶି ପରିବର୍ତ୍ତନ କରି ଶୁଭ ଯୋଗ ସୃଷ୍ଟି କରିବେ । ଏହାର ପ୍ରଭାବରେ କିଛି ରାଶି ବ୍ୟକ୍ତିବିଶେଷ ଭାଗ୍ୟବାନ୍‌ ହେବେ..
ବୃଷ- ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଲାଭ ମିଳିବ । ଆର୍ଥିକ ସ୍ଥିତି ମଜଭୁତ ହେବ । ଅଟକି ଥିବା କାମ ପୂରଣ ହେବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ଏହି ସମୟ ଅତ୍ୟନ୍ତ ଶୁଭଙ୍କର ହେବ । ବ୍ୟବସାୟୀଙ୍କ ଭାଗ୍ୟ ଚମକିବ । ମନପସନ୍ଦର ଚାକିରି ମିଳିବ ।
କନ୍ୟା- ଶୁଭ ଦିନ ଆରମ୍ଭ ହେବ । ଦରମା ବୃଦ୍ଧି ହେବ । ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ । ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଶୁଭଙ୍କର ।
ବିଛା – ଭାଗ୍ୟରେ ଶୁଭ ପରିବର୍ତ୍ତନ ହେବ । ଶୁଭ ଖବର ମିଳିବ ।
ମୀନ- ଅନେକ ଯୋଜନାରେ ସଫଳତା ପାଇବେ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ସ୍ୱାସ୍ଥ୍ୟ ଉତ୍ତମ ରହିବ ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories