www.samajalive.in
Friday, December 12, 2025
14.1 C
Bhubaneswar

ଖୁବ୍‌ ଖାସ୍‌ ହିମାଚଳର ଏହି ପାରମ୍ପରିକ ଧାମ; ସବୁ ସ୍ଥାନରେ ଏହାର ସ୍ୱାଦକୁ ନେଇ ଚର୍ଚ୍ଚା..

ନୂଆଦିଲ୍ଲୀ : ହିମାଚଳ ପ୍ରଦେଶ ନିଜର ପ୍ରାକୃତିକ ସୁନ୍ଦରତା ପାଇଁ ବେଶ ପରିଚିତ ଥିବା ସହ ଏହାର ପାରମ୍ପରିକ ବ୍ୟଞ୍ଜନ (ଧାମ) ପାଇଁ ମଧ୍ୟ ବେଶ ଜଣାଶୁଣା ।
ହିମାଚଳ ଧାମରେ ପରଷା ଯାଉଥିବା ଖାଦ୍ୟ ମଧ୍ୟରୁ ସର୍ବପ୍ରଥମେ ମିଠା ପରଷା ଯାଇଥାଏ । ଏହା ମୁଖ୍ୟ କଖାରୁରୁ ପ୍ରସ୍ତୁତ କରାଯାଏ । ବିରି ବରାର ଏକ ପ୍ରକାର ତରକାରୀ, ଡାଲି, ଭାତ, ରାଜମା, ପନୀର, ଖଟା,କଡି ମଧ୍ୟ ପରଷା ଯାଇଥାଏ ।
ହିମାଚଳରେ ଧାମର ଅର୍ଥ ଖାଦ୍ୟ । ଏଠାରେ ବହୁକାଳରୁ ପରଷା ଯାଉଥିବା ଖାଦ୍ୟକୁ ଧାମ ବୋଲି କୁହାଯାଏ । ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସିବା ସହ ଏହି ଖାଦ୍ୟର ମଜା ନିଶ୍ଚୟ ନେଇଥାଆନ୍ତି ।
ଏହାକୁ ପ୍ରସ୍ତୁତ କରିବା ପାଇଁ ଏକ ବଡ ପିତ୍ତଳ ବାସନର ବ୍ୟବହାର କରାଯାଏ ।

ଫେବୃଆରୀରେ ୪ ଗ୍ରହଙ୍କ ଚଳନ ପାଇଁ ଦୁର୍ଲ୍ଲଭ ରାଜଯୋଗ; ଏହି ରାଶି ହେବେ ଭାଗ୍ୟବାନ୍‌, ଚାକିରି ଠାରୁ ଆରମ୍ଭ କରି ସବୁ ଇଚ୍ଛା ହେବ ପୂରଣ..

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories