www.samajalive.in
Saturday, December 6, 2025
23.1 C
Bhubaneswar

ଶରୀର ପାଇଁ ଭୃସଙ୍ଗ ପତ୍ରର ବ୍ୟବହାର

ଭୃସଙ୍ଗ ପତ୍ରକୁ ଖାଦ୍ୟରେ ବ୍ୟବହାର କରିବା ଦ୍ବାରା ତାର ସ୍ବାଦ ବଢିଥାଏ। ଏହି ପତ୍ର କେବଳ ଖାଦ୍ୟ ନୁହେଁ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଖୁବ ଲାଭଦାୟକ ଅଟେ। ଏହା ସ୍ବାସ୍ଥ୍ୟ ସହ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ମଧ୍ୟ ଖୁବ ଲାଭଦାୟକ ଅଟେ। ଆସନ୍ତୁ ଜାଣିବା ଶରୀର ପାଇଁ ଭୃସଙ୍ଗ ପତ୍ରର ବ୍ୟବହାର ବିଷୟରେ ..

କେଶକୁ ଝଡିବାରୁ ରକ୍ଷା କରେ :

- Advertisement -

ଭୃସଙ୍ଗ ପତ୍ରରେ ଭିଟାମିନ ବି୧, ବି୩ ଓ ବି୯ ରହିଛି। ଏହାସହ ଭୃସଙ୍ଗ ପତ୍ରରେ ଆଇରନ, କ୍ୟାଲସିୟମ ଓ ଫସଫରସ ରହିଛି। ଏହାକୁ ନିୟମିତ ବ୍ୟବହାର କରିବା ଦ୍ବାରା କେଶ ଝଡିବାରୁ ରକ୍ଷା ପାଇପାରିବା। ଏହାସହ କେଶ ଘନ କଳା ମଧ୍ୟ ହେବ।

ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଥାଏ :

ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଭୃସଙ୍ଗ ପତ୍ର ଅତ୍ୟନ୍ତ ଉପକାରୀ। ଏହାର ବ୍ୟବହାର ଦ୍ବାରା ମୁହଁରେ ଚମକ ବୃଦ୍ଧି ପାଇଥାଏ। ଭୃସଙ୍ଗ ପତ୍ରର ପେଷ୍ଟ ପ୍ରସ୍ତୁତ କରି ମୁହଁରେ ଲଗାନ୍ତୁ। ଏପରି କରିବା ଦ୍ବାରା ମୁହଁ କୁଣ୍ଡାଇ ହେବା ଓ ରୁକ୍ଷତାରୁ ରକ୍ଷା ପାଇପାରିବା।

 

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories