www.samajalive.in
Saturday, December 6, 2025
15.1 C
Bhubaneswar

ଦେଖନ୍ତୁ ଭିଡିଓ; ଏମିତି ରୁଟି ତିଆରି କଲେ ଯୁବତୀ, ଜୁଗାଡ୍‌ ଦେଖି ଲୋକେ କହିଲେ ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଅନେକ ସମୟରେ ଏଭଳି ଭିଡିଓ ଭାଇରାଲ୍‌ ହୋଇଥାଏ, ଯାହା ଆଶ୍ଚର୍ଯ୍ୟ ଚକିତ କରିବା ସହ ମଜା ମଧ୍ୟ ଅନୁଭବ ହୋଇଥାଏ । ବିଭିନ୍ନ ପ୍ରକାର ଷ୍ଟଣ୍ଟ, ନାଚ, ଗୀତ, ଅଭିନୟ, ଜୁଗାଡର ଭିଡିଓ ଦେଖିବାକୁ ମିଳିଥାଏ । ନିକଟରେ ଶାଶୁଘରେ କାମ କରୁଥିବା ଜଣେ ଯୁବତୀଙ୍କ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି ।

- Advertisement -

ଜୁଗାଡର ଏହି ଭିଡିଓରେ ଦେଖିପାରିବେ, ଜଣେ ଯୁବତୀ ରୋଷେଇ ଘରେ ରୁଟି ବେଲୁଛନ୍ତି । ଯୁବତୀ ଜଣକ ଥରକେ ଗୋଟିଏ ନୁହେଁ ବରଂ ୩ ରୁ ୪ଟି ରୁଟି ବେଲୁଛନ୍ତି ।

ଖୁବ୍‌ ଶୀଘ୍ର ୬ ଗ୍ରହ ଏକାଠି ପରେ ହେବ ଦୁର୍ଲ୍ଲଭ ସଂଯୋଗ; ସମସ୍ତ ରାଶି ଉପରେ ପଡିବ କି ପ୍ରଭାବ, କାହାର ଚିନ୍ତା କାହାର ବଢିବ ଧନ..

ରୁଟି ପ୍ରସ୍ତୁତ କରିବା ପାଇଁ ଯୁବତୀ ଜଣକ ପ୍ରଥମେ ସ୍ଲାବ୍‌ ଉପରେ ଚକଟା ଅଟାର ବଡ ଆକାର କରି ବୃତ୍ତାକାର ବାସନ ସାହାଯ୍ୟରେ କାଟି ରୁଟି ଆକାର ଦେଉଛନ୍ତି । ଗ୍ୟାସ ଉପରେ ୨ଟି ତାୱା ବସାଇ ରୁଟି ସେକୁଛନ୍ତି ।
ଏଭଳି ଶୈଳୀ କମ୍‌ ସମୟରେ ଶୀଘ୍ର କାମ ସରିବା ସହ ସହଜରେ ହୋଇଥାଏ । ଲୋକେ ଭିଡିଓ ଦେଖି ଖୁବ୍‌ ପ୍ରଶଂସା କରିବା ସହ ଭିନ୍ନ ଭିନ୍ନ ମତ ଦେଉଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories