www.samajalive.in
Saturday, December 6, 2025
15.1 C
Bhubaneswar

ହଂସିତାଙ୍କ ଅନ୍ତରୀଣ ଜାମିନ ଆବେଦନ ଖାରଜ

ଭୁବନେଶ୍ବର : ଠକ ଦମ୍ପତି ଗିରଫ ଘଟଣାରେ ହଂସିତା ଅଭିଲିପ୍ସାଙ୍କ ପକ୍ଷରୁ କରାଯାଇଥିବା ଅନ୍ତରୀଣ ଜାମିନ ଆବେଦନକୁ ଅଦାଲତ ଖାରଜ କରିଛନ୍ତି। ସ୍ବାମୀ ସରୋଜ ସାହୁଙ୍କ ଦେହ ଅସୁସ୍ଥ ଥିବା ଦର୍ଶାଇ ହଂସିତା ଜାମିନ ଆବେଦନ କରିଥିଲେ। ନିୟମିତ ଜାମିନ ଆବେଦନ ତାରିଖକୁ ଅଦାଲତ ଘୁଞ୍ଚାଇ ଦେଇଛନ୍ତି। ଏଥିରେ ସେ ସ୍ବାମୀ ଅନିଲ ମହାନ୍ତି ବୋଲି ଦର୍ଶାଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories