ବଦଳିବ ମୋବାଇଲ ନମ୍ବର ସଂଖ୍ୟା

0

ଏଣିକି ମୋବାଇଲ ନମ୍ବର ସଂଖ୍ୟା ୧୦ ବଦଳରେ ୧୩ଟି ହେବା ନେଇ ଟେଲିକମ ମନ୍ତ୍ରାଳାୟ ନିର୍ଦେଶ ଜାରି କରିଛି। ଅପରପକ୍ଷରେ ଆପଣଙ୍କ ମହଜୁଦ ମୋବାଇଲ ନମ୍ବର ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। ଟେଲିକମ ମନ୍ତ୍ରାଳାୟ ନିର୍ଦେଶ ମୁତାବକ, ୧ ଜୁଲାଇରୁ ସମସ୍ତ ଟେଲିକମ କମ୍ପାନୀ ୧୦ ବଦଳରେ ୧୩ ନମ୍ବର ବିଶିଷ୍ଟ ଏମ୍‌୨ଏମ୍‌ ସିମ୍‌ କାର୍ଡ ଜାରି କରିବେ।

Leave A Reply