www.samajalive.in
Tuesday, December 9, 2025
15.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା, ଫେବୃଆରୀ ୫ରେ ଦିଲ୍ଲୀରେ ଭୋଟ୍‌ ଗ୍ରହଣ, ୮ରେ ଫଳାଫଳ..

ପୁରୀରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର , କହିଲେ ବଡ ସୌଭାଗ୍ୟର ଦିନ,
ପ୍ରବାସୀ ଭାରତୀୟ ଦିବସ ପାଇଁ ଭଲ ପ୍ରସ୍ତୁତ କରିଛନ୍ତି ଓଡିଶା ସରକାର, ଓଡିଶା ମାନଚିତ୍ରକୁ ସାରା ଦୁନିଆରେ ସ୍ଥାନିତ କରିବୁ..

- Advertisement -

କାଲିଠୁ ରାଜଧାନୀରେ ପ୍ରବାସୀ ଭାରତୀୟଙ୍କ ମହାମେଳି : ଭୁବନେଶ୍ଵର ଏବଂ ପୁରୀରେ ଲାଗିଲାଣି ଏନଆରଆଇଙ୍କ ଭିଡ…

୯ରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ..

ବାସ୍‌ ଗୋଟିଏ ସରଳ ଉପାୟରେ ଦୂର ହେବ ଧନ, ଚାକିରି, ରୋଗ ସମସ୍ୟା..

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରେ ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ.. ବିଭିନ୍ନ ପ୍ରକାର ଫୁଲରେ ସଜେଇ ହୋଇଛି ଏକାମ୍ର କାନନ.. ୧୧ ତାରିଖ ଯାଏଁ ଚାଲିବ ପୁଷ୍ପ ସମ୍ମିଳନୀ..

ଛତିଶଗଡ : ୮ ଜଣ ଶହୀଦ୍‌ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ, କାଲି ବିଜାପୁରରେ ଆଇଇଡି ବିସ୍ଫୋରଣରେ ଶହୀଦ୍‌ ହୋଇଥିଲେ..

ନେପାଳ,ତିବ୍ଦତ ଭୂକମ୍ପ ମୃତ୍ୟୁ ସଂଖ୍ୟା୯୫କୁ ବୃଦ୍ଧି..

୫ଦିନିଆ ଓଡିଶା ଗସ୍ତରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର, କୋଣାର୍କ ପରିସର ଆଇଓସିଏଲ୍ ବ୍ୟାଖ୍ୟାନ କେନ୍ଦ୍ର ବୁଲିଲେ, ସୂର୍ଯ୍ୟମନ୍ଦିର କଲେ ପରିଦର୍ଶନ, କାଲି କୋଣାର୍କ ଇକୋ ରିଟ୍ରିଟ୍ ରେ କରିଥିଲେ ରାତ୍ରିଯାପନ..

ଜିଓର ଖାସ୍‌ ରିଚାର୍ଜ ପ୍ଲାନ୍‌ ; ମିଳିବ ୨୦୦ ଜିବି ଡାଟା, ଦାମ୍‌ ଏତିକି..

ରାଜ୍ୟରେ ଆସନ୍ତା ୪ଦିନ ଯାଏଁ ଲାଗିରହିବ ଶୀତ ଲହରୀ, ଉପକୂଳରୁ ଆଭ୍ୟନ୍ତର ସବୁଠି ଖସିଛି ପାରଦ, ଆସନ୍ତା ୩ଦିନ ପରେ ୨ରୁ ୪ ଡିଗ୍ରୀ ତାପମାତ୍ରା ବଢିବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ..

ଦେଶରେ ଏଚ୍‌ଏମ୍‌ପିଭି ସଂକ୍ରମିତ ଚିହ୍ନଟ ହେବା ପରେ ସତର୍କ ରହିବାକୁ ପରାମର୍ଶ, ସବୁ ରାଜ୍ୟ ମାନଙ୍କୁ ସତର୍କ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ପରାମର୍ଶ, ପ୍ରତିଷେଧକ ବ୍ୟବସ୍ଥାରେ ଲୋକଙ୍କୁ ସଚେତନ କରିବାକୁ ପରାମର୍ଶ ଦିଆଯାଇଛି, ଜ୍ୱର, କାଶ, ଥଣ୍ଡା ହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ..

ସାମ୍ନାକୁ ଆସିଲା ନେପାଳ ଭୂକମ୍ପର ଭୟଙ୍କର ଦୃଶ୍ୟ ; ଏଯାଏଁ ମୃତ୍ୟୁ ସଂଖ୍ୟା ୯୫

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories