www.samajalive.in
Monday, December 15, 2025
15.1 C
Bhubaneswar

ଭୁବନେଶ୍ବର ବିମାନବନ୍ଦରରେ ୨ ମହିଳାଙ୍କଠୁ ସାଢେ ୯ କୋଟି ଟଙ୍କାର ଗଞ୍ଜେଇ ଜବତ

ଭୁବନେଶ୍ବର : ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ସୀମା ଶୁଳ୍କ ଅଧିକାରୀ ୪ ତାରିଖରେ କ୍ବାଲାଲାମପୁରରୁ ଆସୁଥିବା ୨ ଭାରତୀୟ ମହିଳାଙ୍କଠୁ ୧୯ ପ୍ୟାକେଟ୍ ଗଞ୍ଜେଇ ଜବତ କରିଛନ୍ତି । ଏହି ହାଇଡ୍ରୋପୋନିକ୍ ଗଞ୍ଜେଇ(ଏକ ସ୍ବତନ୍ତ୍ର ଧରଣର ଗଞ୍ଜେଇ)ର ପରିମାଣ ୯.୫ କିଲୋଗ୍ରାମ ବୋଲି ଜଣାପଡିଥିଲା । ଅନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ୧ କେଜିକୁ କୋଟିଏ ଟଙ୍କା ବୋଲି ସୂଚନା ରହିଛି । ଅର୍ଥାତ୍ ସମୁଦାୟ ଜବତ ଗଞ୍ଜେଇର ମୂଲ୍ୟ ସାଢେ ୯ କୋଟି ଟଙ୍କା ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି । ଉଭୟ ଯାତ୍ରୀଙ୍କୁ ଏନଡିପିଏସ୍ ଆକ୍ଟ ୧୯୮୫ ଅନୁସାରେ ଗିରଫ କରି କୋର୍ଟ ପଠାଯାଇଛି । ଏନେଇ ଅଧିକ ଖୋଳତାଡ ଚାଲିଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories